fbpx

ଅନଲାଇନ୍ ସପିଂକୁ ନେଇ ଆସିଲା ସାଙ୍ଘାତିକ ଖବର; ଅର୍ଡରର ୬ ପରେ ଆସିଲା ପାର୍ସଲ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିସ୍ମୟ ଘଟଣା ଭାଇରାଲ ହେବାରେ ଦେଖାଦେଇଛି । ଏଥିରେ ଦେଖାଯାଇଛି ଯେ ମୁମ୍ବାଇର ଅହସାନ ନାମକ ଏକ ବ୍ୟକ୍ତି ୬ ବର୍ଷ ତଳେ ଅନଲାଇନ ମାଧ୍ୟମରେ ଏକ ସ୍ଲିପର ଚପଲ ଅର୍ଡର କରିଥିଲେ । କିନ୍ତୁ ଏହି ଅର୍ଡରଟି ଅନେକ ଦିନ ଧରି ପେଣ୍ଡିଂ ପଡିଥିବାରୁ ଅହସାନ ନାମକ ବ୍ୟକ୍ତି ସେହି ଜିନିଷ ଉପରେ ଆଶା ଛାଡି ଦେଇଥିଲେ । କିନ୍ତୁ ଏହି କିଛଦିନ ତଳେ ହଠାତ୍ ସେହି ଯୁବଙ୍କୁ ପାଖରୁ ଫ୍ଲିପକାର୍ଟ ଡେଲିଭରି ବୟଙ୍କ ପାଖରୁ ଏକ ଫୋନ ଆସିଥିଲା ଯାହା ଶୁଣି ମୁମ୍ବାଇର ସେହି ଅହସାନ ଯୁବକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ସେ ଯୁବକ ସେହି ପାର୍ସଲ ଗ୍ରହଣ କରିଥିଲେ ଏବଂ ଡେଲିଭରି ବୟଙ୍କୁ ୬ ପରେ କାହିଁକି ଆସିବାରୁ ପଚାରିବାରୁ ସେ କ୍ଷମା ମଗିଥିଲେ ଏବଂ କହିଥିଲେ କିଛି ଟେକ୍ନିକାଲ କାରଣ ଯୋଗୁଁ ଏହା ଏତେ ଦିନ ପର୍ଯ୍ୟନ୍ତ ଅଟକ ରହିଥିଲା ।

ଏନେଇ ଅହସାନ ତାଙ୍କର ସୋସିଆଲ ମିଡିଆ “ଏକ୍ସ’ ରେ ଏହି ପୋଷ୍ଟକୁ ସେୟାର କରିଥିଲେ । ପରେ ଏହି ପୋଷ୍ଟଟି ସବୁଠି ଭାଇରାଲ ହେବାରେ ଦେଖିବାକୁ ମିଳିଥିଲା । ସେ ଏହି ପୋଷ୍ଟରେ ଅର୍ଡର କରିଥିବା ସ୍କିନ ସର୍ଟ ଦେଇ ନିଜର ସମ୍ୟାକୁ ଫ୍ଲିପକାର୍ଟର “ଏକ୍ସ’ ଆକାଉଣ୍ଟକୁୂ ଟ୍ୟାଗ କରି ଉଲ୍ଲେଖକରିଛନ୍ତି ।

Get real time updates directly on you device, subscribe now.