fbpx

ବଲାଙ୍ଗୀର ଜିଲ୍ଲା ୪ ଦିନ ପାଇଁ ସଟଡାଉନ୍

ବଲାଙ୍ଗୀର,୬ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ବଲାଙ୍ଗୀର ଜିଲ୍ଲାକୁ ୪ ଦିନ ପାଇଁ ସଟଟାଉନ୍ ଘୋଷଣା କରାଯାଇଛି । ୮ ରୁ ୧୧ ତାରିଖ ଯାଏଁ  ସଟଡାଉନ ପାଇଁ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଅନ୍ତଃରାଜ୍ୟ ଗାଡି ଯାୟାୟତ ଉପରେ ଲାଗିଛି କଟକଣା । ଏଥି ସହ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ମାଲ ପରିବହନ ଗାଡି ଉପରେ କଟକଣା ଲାଗିବ ନାହିଁ । କୃଷି ଓ ନିର୍ମାଣ କାର୍ଯ୍ୟ ସଟଡାଉନ ସମୟରେ ବି ଜାରି ରହିବ ।

Get real time updates directly on you device, subscribe now.