fbpx
BJD SKY
BJD SKY

ସେପ୍ଟେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କଲା ଲିଷ୍ଟ

BJD

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୩ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୨୦୨୨ର ଛୁଟି ତାଲିକା ଜାରି ହୋଇଛି। ଏହି ଛୁଟିଦିନଗୁଡ଼ିକରେ ପର୍ବ, ଦ୍ୱିତୀୟ ଓ ଚତୃର୍ଥ ଶନିବାର ଓ ରବିବାର ଦିନ ସାମିଲ ରହିଛି । ଦେଖନ୍ତୁ ଲିଷ୍ଟ…

୧ ସେପ୍ଟେମ୍ବର : ଗଣେଶ ପୂଜା (ଦ୍ୱିତୀୟ ଦିନ)
୪ ସେପ୍ଟେମ୍ବର: ରବିବାର
୬ ସେପ୍ଟେମ୍ବର: କର୍ମା ପୂଜା (ରାଞ୍ଚି)
୭ ସେପ୍ଟେମ୍ବର: ପ୍ରଥମ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୮ ସେପ୍ଟେମ୍ବର :ଥିରୁ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୯ ସେପ୍ଟେମ୍ବର : ଇନ୍ଦ୍ରଯାତ୍ରା ( ଗ୍ୟାଙ୍ଗଟକ)
୧୦ ସେପ୍ଟେମ୍ବର : ଦ୍ୱିତୀୟ ଶନିବାର
୧୧ ସେପ୍ଟେମ୍ବର: ରବିବାର
୧୮ ସେପ୍ଟେମ୍ବର : ରବିବାର
୨୧ ସେପ୍ଟେମ୍ବର: ଶ୍ରୀ ନରବଣ ଗୁରୁ ସମାଧି ଦିବସ(କୋଚି ଏବଂ ତିରୁଅନନ୍ତପୁରମ)
୨୪ ସେପ୍ଟେମ୍ବର : ଚତୁର୍ଥ ଶନିବାର
୨୫ ସେପ୍ଟେମ୍ବର: ରବିବାର
୨୬ ସେପ୍ଟେମ୍ବର (ସୋମବାର): ନବରାତ୍ରୀ ସ୍ଥାପନା (ଜୟପୁର)

Get real time updates directly on you device, subscribe now.