fbpx

କରୋନା ସମୟରେ ମହଙ୍ଗା ପଡିଲା ଜନ୍ମଦିନ ପାର୍ଟି, ସିଲ୍ ହୋଇଗଲା ବାର୍

ଭୁବନେଶ୍ୱର, ୧୯ ।୧୦ (ଓଡିଶା ଭାସ୍କର): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ ।

ତେବେ କୋଭିଡ୍ ନିୟମ ଉଲ୍ଲଂଘନ କରି ବାରର ଜନ୍ମଦିନ ପାର୍ଟି ହେଉଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ବାରକୁ ସିଲ୍ କରିଛି ପୋଲିସ ।

Get real time updates directly on you device, subscribe now.