fbpx

ମଦୁଆ ଙ୍କ ପାଇଁ ଖୁସି ଖବର!ରାଜ୍ୟରେ ଖୋଲିବ ବାର, ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର):  ମଦୁଆ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ମଦ ପିଇବା ପାଇଁ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । କରୋନା ମହାମାରୀ ହେତୁ ପାଖାପାଖି ୯ ମାସ ବନ୍ଦ ରହିବା ପରେ ରାଜ୍ୟ ରେ ଖୋଲିବାକୁ ଯାଉଛି ବାର।  ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ସରକାର ।
ଠିପି ଖୋଲା ମଦ ଦୋକାନ ଖୋଲିବା ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆ ଯାଇଛି ।

 

 

Get real time updates directly on you device, subscribe now.