fbpx

ଗରମ ପାଣିରେ ଗାଧୋଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଅଧିକାଂଶ ଲୋକ ଥଣ୍ଡା ଦିନରେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରୁଛନ୍ତି । ହେଲେ ଏହାଦ୍ୱାରା ଉପୁଜୁଥିବା ସମସ୍ୟା ସମ୍ପର୍କରେ ସେମାନେ ଅବଗତ ନୁହଁନ୍ତି । ତେବେ ଆଜି ଆମେ ଜାଣିବା ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ କଣ କଣ ସମସ୍ୟା ହୋଇଥାଏ ।

୧. ଥଣ୍ଡା ଦିନରେ ଗରମ ପାଣିରେ ଗାଧୋଇବା ଦ୍ୱାରା ଚର୍ମର କୋମଳତା ଲୋପ ପାଇଥାଏ । ଏଥିସହିତ କୁଣ୍ଡିଆ ରୋଗ ହେବା ଆରମ୍ଭ ହୋଇଥାଏ ।
୨. ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚୁଟି ଝଡ଼ିଥାଏ । ଚୁଟିରେ ଶୁଷ୍କତା ଆସିଯାଏ ।
୩. ଗରମ ପାଣି କାରଣରୁ ନଖ ଭିତରେ ଡ୍ରାଏନେସ୍ ବଢ଼ିବାରେ ଲାଗେ ଯାହାଫଳରେ ନଖ ଦୁର୍ବଳ ହୋଇଥାଏ । ଆଉ ଭାଙ୍ଗିଯାଏ ।

Get real time updates directly on you device, subscribe now.