fbpx

ବିଟିଂ ଦ ରିଟ୍ରିଟ୍ ସମାରୋହ: ଉଦଯାପନ ହେଉଛି ଗଣତନ୍ତ୍ର ଦିବସ ସମାରୋହ

ଦିଲ୍ଲୀରେ ଧ୍ୱଜାବତରଣ ସମାରୋହର ଆୟୋଜନ । ଧ୍ୱଜାବତରଣ ସମାରୋହ ସହ ସାଧାରଣତନ୍ତ୍ର ଦିବସର ସମାପନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଉପସ୍ଥିତ । କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ । କିଛି ସମୟ ପରେ ପ୍ରଦର୍ଶିତ ହେବ ଲାଇଟ ସୋ । ୧୦୦୦ ରୁ ଅଧିକ ଡ୍ରୋନ୍ ଦ୍ୱାରା ହେବ ପରିବେଷଣ । ବିଜୟ ଚୌକରେ ହେଉଛି ମିଲିଟାରୀ ବ୍ୟାଣ୍ଡ ପରିବେଷଣ ।

Get real time updates directly on you device, subscribe now.