fbpx

୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪.୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ମାନ୍ୟତା ପାଇଛି ।

ଅନ୍ୟ ସହରମାନଙ୍କ ମଧ୍ୟରେ ଅନୁଗୁଳ ୬, ଦାରିଙ୍ଗବାଡ଼ି ୮, ଭବାନିପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ା ୮.୮, ସୁନ୍ଦରଗଡ଼ ୯.୫, ବଲାଙ୍ଗିର ୯.୫, ସୋନପୁର ୯.୮, କେନ୍ଦୁଝର ୯.୯ ଡିଗ୍ରୀ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.