BREAKING: ଲୁଟେରା ଆତଙ୍କ: ପାଟି କରିବାରୁ ପିଟିପିଟି ମାରିଦେଲେ

ରାଜଧାନୀ ଛାତି ଉପରେ ଲୁଟେରା ରଚିଛନ୍ତି ଏଭଳି ହତ୍ୟାକାଣ୍ଡ । ଘର ମାଲିକକୁ ହତ୍ୟା କଲେ ଲୁଟେରା । ପିଟିପିଟି ଘର ମାଲିକଙ୍କୁ ଲୁଟେରା ହତ୍ୟା କରିଛନ୍ତି ।

ଭୁବନେଶ୍ୱର: ଚୋରି ପାଇଁ ଘରେ ପଶିଲେ, ମାଲିକ ପାଟି କରିବାରୁ ମାଲିକ ପାଟି ସାରା ଜୀବନ ବନ୍ଦ କରିଦେଲେ ଲୁଟେରା ।

ପିଟିପିଟି ମାଲିକର ଜୀବନ ନେଇଗଲେ ଲୁଟେରା । ରାଜଧାନୀ ଛାତି ଉପରେ ଲୁଟେରା ରଚିଛନ୍ତି ଏଭଳି ହତ୍ୟାକାଣ୍ଡ ।

ଘର ମାଲିକକୁ ହତ୍ୟା କଲେ ଲୁଟେରା । ପିଟିପିଟି ଘର ମାଲିକଙ୍କୁ ଲୁଟେରା ହତ୍ୟା କରିଛନ୍ତି । ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଛି ହତ୍ୟାକାଣ୍ଡ ।

ଚୋରି କରିବାକୁ ଘରେ ପଶିଥିଲେ ଲୁଟେରା । ଘର ମାଲିକ ପାଟି କରିବାରୁ ପିଟି ପିଟି ହତ୍ୟା କରିଥିଲେ ଲୁଟେରା ।