fbpx

ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ

ଭୁବନେଶ୍ୱର,୧୨/୧୦(ଓଡିଶା ଭାସ୍କର): ଭୁବନେଶ୍ବରରେ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ । ସତ୍ୟନଗର ପରେ ପଟିଆ ଓ ଖଣ୍ଡଗିରିରେ ହେବ ଏହି ଶ୍ମଶାନ ।

ତେବେ ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେଉଛି । ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି । କୋଭିଡ୍‌ ପାଇଁ ପୁରୀ ସ୍ବର୍ଗଦ୍ବାର ବନ୍ଦ ଥିବାରୁ ସତ୍ୟନଗରରେ ବଢ଼ିଛି ଚାପ । ଏନେଇ ଆଜି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.