fbpx

ଭୁବନେଶ୍ୱର: ଚନ୍ଦକା ଥାନା ନିକଟରୁ ଯୁବକ ଅପହରଣ; କାରରେ ଆସି ଉଠାଇନେଲେ କିଛି ଦୁର୍ବୁତ୍ତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚନ୍ଦକା ଥାନା ନିକଟରୁ ଯୁବକ ଅପହରଣ। ଏକ କାରରେ ଆସି ଉଠାଇନେଲେ କିଛି ଦୁର୍ବୁତ୍ତ । ଅପହୃତ ଯୁବକ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା। ଅଳ୍ପକେ ବର୍ତ୍ତୀଯଇଅଛନ୍ତି ଅନ୍ୟ ଏକ ବନ୍ଧୁ। ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ।

Get real time updates directly on you device, subscribe now.