fbpx
BSKY
BJD MC SKY
BJD MS SKY

Big Breaking: ଘୋଷଣା ହେଲା ଓଡ଼ିଶା କ୍ରିକେଟ ରଣଜୀ ଟିମ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟର ରଣଜୀ ଦଳ ଆଜି ଘୋଷଣା କରାଯାଇଛି । ଏହି ଦଳରେ ୧୫ ଜଣ ରହିଥିବା ସୂଚନା ମିଳିଛି । ତେବେ ବ୍ୟାଟର ଶାନ୍ତନୁ ମିଶ୍ରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୫ ତାରିଖରେ ଓଡ଼ିଶାର ରଣଜୀ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେବେ ଏହାର ପ୍ରଥମ ମ୍ୟାଚ ଭଦୋଦ୍ରାରେ ହେବାକୁ ଯାଉଛି । ତେବେ ଏହି ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାକୁ ଯାଉଛି ଓଡ଼ିଶା ।

Get real time updates directly on you device, subscribe now.