fbpx

Big Breaking: ଲୁପ୍ ଲାଇନରେ ପଶିଲା ମେମୁ ଟ୍ରେନ!

ବାଲେଶ୍ୱର:ବାଲେଶ୍ୱରରେ ପୁଣି ଏକ ଟ୍ରେନ ଦୁର୍ଘଟଣା ସଂପର୍କୀୟ ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାରୁ ମେମୁ ଟ୍ରେନ ଅଳ୍ପକେ ବର୍ତ୍ତିଛି ବୋଲି ଜଣାପଡିଛି । ଏହି ଟ୍ରେନଟି ଭଦ୍ରକରୁ ବାଲେଶ୍ୱରକୁ ଆସୁଥିବାର ଜଣାପଡିଛି । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।

ସୂଚନା ଅନୁଯାୟୀ, ମେମୁ ଟ୍ରେନ ଭଦ୍ରକରୁ ବାଲେଶ୍ୱରକୁ ଆସୁଥିବା ବେଳେ ଲୁପ୍ ଲାଇନରେ ପଶିଗଲା । ଗାଡ଼ି ପଛକୁ ବ୍ରେକ କରି ବାଲେଶ୍ୱରକୁ ଟ୍ରେନ ଯାଇଛି । ଲୋକ ପାଇଲଟଙ୍କ ଉପସ୍ଥିତି ଯୋଗୁଁ ଦୁର୍ଘଟଣା ଟଳିଥିବା ଜଣାପଡିଛି । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।

Get real time updates directly on you device, subscribe now.