fbpx

ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ସମ୍ମାନ

ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ଗାଳ୍ପିକ ବୀଣାପାଣି ମହାନ୍ତି ପାଇଲେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର । ୨୦୧୯ ମସିହା ପାଇଁ କଟକ ବାସଭବନରେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀର ୬୩ତମ ପ୍ରତିଷ୍ଠା ଦିବସରେ ଏହି ସମ୍ମାନ ଦିଆଯାଇଛି । ଏକାଡେମୀ ପକ୍ଷରୁ ବୀଣାପାଣିଙ୍କୁ ମାନପତ୍ର ଓ ଲକ୍ଷେ ଟଙ୍କା ଦିଆଯାଇଛି । ତେବେ ଓଡିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ହେଉଛି ‘ଅତିବଡୀ’ ।

Get real time updates directly on you device, subscribe now.