fbpx

ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବିଶ୍ୱେଶ୍ୱର ଟୁଡୁ

Advertisement

ନୂଆଦିଲ୍ଲୀ: ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବରେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ଟୁଡୁ । ଏହା ପୂର୍ବରୁ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ମୋଦୀ ୨.୦ରେ ସାମିଲ ହୋଇଥିଲେ ।

ଉଭୟ ଅଶ୍ୱିନୀ ଏବଂ ବିଶ୍ୱେଶ୍ୱର ପ୍ରଥମ ପାଇଁ ସାଂସଦ ଭବନ ପ୍ରବେଶରେ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି ।

Get real time updates directly on you device, subscribe now.