fbpx
BSKY
BJD MC SKY
BJD MS SKY

ବିଜେଡ଼ିରେ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦ୍ୁଝର
ଗୀତା ବସ୍ତିଆ-ଗଜପତି, ଗଞ୍ଜାମ
କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର
ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ
ପ୍ରଭାସିନି ଷଡ଼ଙ୍ଗୀ-କଟକ
ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼
ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର
ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି
କୁଞ୍ଜଲତା-ନୟାଗଡ଼
ପୁଷ୍ପାଞ୍ଜଲି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ
ମୀନତି ଦେବତା-ସମ୍ବଲପୁର , ବରଗଡ଼
ଭାରତୀ ସିଂହ-ବାଲେଶ୍ୱର
ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର
ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ
ରେଜୱାନା ବେଗମ-ଯାଜପୁର
ମୀତା ରାଉତ-କେନ୍ଦ୍ରାପଡ଼ା
ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର
ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା

Get real time updates directly on you device, subscribe now.