fbpx

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ

Advertisement

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ବିଜେଡି କର୍ମୀ । ବିଜୁ ଯୁବ ଜନତା ଦଳ ରୁ ଶାନ୍ତନୁ କୁମାର ସେଠୀ ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବାର ସୂଚନାମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେଡି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ଶାନ୍ତନୁ କୁମାର ସେଠୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ସଦସ୍ୟ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ରୁ ନିଷ୍କାସିତ କରାଯାଇଛି।

Get real time updates directly on you device, subscribe now.