ଅନୁଗୁଳ: ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।
ସହର ଭିତରେ ହଣା ଖାଇଲେ ବିଜେପି କର୍ମୀ । ଦଳ କ୍ଷମତାରେ ଥାଇ ମଧ୍ୟ କର୍ମୀଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି ସରକାର ।
ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ଘଟଣା ଏହା ପ୍ରଥମ ନୁହେଁ । କିଛିଦିନ ପୂର୍ବରୁ ସମ୍ବଲପୁରରେ ୨ ବିଜେପି କର୍ମୀଙ୍କୁ ହାଇୱା ଚଢ଼େଇ ହତ୍ୟା କରାଯାଇଛି ।
ଦିନକୁ ଦିନ ସମାନ ଘଟଣା ଘଟିବା ଫଳରେ ରାଜ୍ୟରେ ବିଜେପି କର୍ମୀ ଅସୁରକ୍ଷିତ ମନେ ହେଉଛନ୍ତି ।