fbpx
BJD SKY
BJD SKY

ତାଗିଦ୍ କଲା BMC: ରାସ୍ତାକୁ ଅଳିଆ ଫିଙ୍ଗିଲେ ଭରିବେ ଜରିମାନା!

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି ସ୍ୱଚ୍ଛତା ଏବଂ ପରିମଳକୁ ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଜାରିକରିଛି ।

ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା ଦେବାକୁ ହେବ । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଛନ୍ତି ବିଏମସି କମିଶନର । ଚେତାବନୀ ଦେବା ସହ ତାଗିଦ କଲେ ବିଏମସି କମିଶନର ।

Get real time updates directly on you device, subscribe now.