fbpx

ପୁଷ୍ପା ଚଳଚ୍ଚିତ୍ରକୁ ୭ ଆୱାର୍ଡ: କିଏ ହେଲେ ଫିଲ୍ମଫେୟାର-୨୦୨୨ର ସର୍ବଶ୍ରେଷ୍ଠ ଆକ୍ଟର?

ନୂଆଦିଲ୍ଲୀ: ୬୭ତମ ପାର୍ଲେ ଫିଲ୍ମଫେୟାର ଆୱାର୍ଡସ ଫର ସାଉଥ-୨୦୨୨ରେ ଜବରଦସ୍ତ ରେକର୍ଡ କରିଛଇ ପୁଷ୍ପା । ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ଅଭିନୀତ ଏହି ଫିଲ୍ମ ଫେୟାରରେ ଦେଖାଇଛି ଜଲୱା । ଚଳିତବର୍ଷ ଫିଲ୍ମଫେୟାରର ଅନେକ କାଟାଗୋରୀରେ ନିଜକୁ ସାମିଲ କରିବା ସହ ଟ୍ରଫି ମଧ୍ୟ ନିଜ ନାଁରେ କରି ନେଇଛି । ଫିଲ୍ମଫେୟାରରେ ପୁଷ୍ପା କ୍ଲିନ ସ୍ୱିପ କରିଥିବା ଟ୍ୱିଟ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।

 अल्लू अर्जुन (Allu Arjun) की 'पुष्पा: द राइज' (Pushpa: The Rise) 67वें पार्ले फिल्मफेयर अवार्ड्स (67th Parle Filmfare Awards) फॉर साउथ 2022 में बड़ी विनर बनकर उभरी. देश और दुनियाभर के करोड़ों दर्शकों का दिल जीत चुकी सुकुमार की फिल्म को एक नहीं बल्कि कई केटेगरी में सम्मान मिला है. अभिनेता अर्जुन ने हाल ही में अपने आधिकारिक अकाउंट पर एक पोस्ट शेयर किया है और लिखा #PUSHPA CLEAN SWEEP AT @filmfare..अभिनेता ने आगे पोस्ट में जानकारी दी कि इसके जरिए जहां उन्हें बेस्ट एक्टर का अवॉर्ड मिला है तो वहीं सुकुमार को सर्वश्रेष्ठ निर्देशक के रूप में सम्मानित किया गया.

ଗତବର୍ଷ ରିଲିଜ ହୋଇଥିବା ‘ପୁଷ୍ପା-ଦ ରାଇଜ’ ସାରା ଦେଶରେ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ସବୁ ରେକର୍ଡ ଭାଙ୍ଗି ଥିଏଟରରେ ଦମଦାର କଲେକ୍ସନ କରିଛି ଅଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପା । ଥିଏଟର ଏବଂ ସିନେମା ହଲ ପରେ ଏବେ ଫିଲ୍ମଫେୟାରରେ ମଧ୍ୟ ପୁଷ୍ପା ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏ ନେଇ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି ଅଭିନେତା ଅର୍ଜୁନ । ପୋଷ୍ଟରେ ହାସଟ୍ୟାଗ ପୁଷ୍ପା… କ୍ଲିନ ସ୍ୱିପ ଆଟ ଫିଲ୍ମଫେୟାର ଲେଖି ପୋଷ୍ଟ କରିଛନ୍ତି ଅଲ୍ଲୁ ଅର୍ଜୁନ । ଏହା ସହିତ ଆଗକୁ ସେ ଲେଖିଛନ୍ତି ଯେ, ସେ ବେଷ୍ଟ ଆକ୍ଟର ଆୱାର୍ଡରେ ସମ୍ମାନିତ ହୋଇଥିବା ବେଳେ ସୁକୁମାରଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ସମ୍ମାନିତ କରାଯାଇଛି । ସେହିପରି ସାଇ ପଲ୍ଲବୀଙ୍କୁ ‘ଲଭ୍ ଷ୍ଟୋରୀ’ ପାଇଁ ବେଷ୍ଟ ଆକ୍ଟ୍ରେସର ଆୱାର୍ଡ ପ୍ରଦାନ କରାଯାଇଛି ।

 Shyam Singha Roy के लिए साई पल्लवी- नानी को मिला सम्मान: इस फिल्म फेयर अवॉर्ड में एक्ट्रेस साई पल्लवी (Sai Pallavi) को लव स्टोरी (Love Story) में उनके परफोर्मेंस के लिए सर्वश्रेष्ठ अभिनेत्री के रूप में सम्मानित किया गया. उन्हें श्याम सिंघा रॉय (Shyam Singha Roy) में उनके प्रदर्शन के लिए क्रिटिक्स सर्वश्रेष्ठ अभिनेत्री (Critics Best Actress award) का पुरस्कार भी मिला है. श्याम सिंघा रॉय में अपने प्रदर्शन के लिए नेचुरल स्टार नानी (Natural Star Nani) को बेस्ट एक्टर (Critics) के लिए सम्मान मिला है.

ଏହା ସହିତ ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦଙ୍କୁ ଫିଲ୍ମଫେୟାର ଲାଇଫଟାଇମ ଆଚିଭ ମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ‘ଲାଇଫ ଅଫ ରାମ ଫ୍ରମ ଜାନୁ’ ପାଇଁ ଗୀତିକାର ସିରିବେନେଲା ସୀତାରାମ ଶାସ୍ତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ନିଉ କମର୍ ଭାବେ ବେଷ୍ଣବ ତେଜ ଏବଂ କୃତି ଶେଟ୍ଟୀଙ୍କୁ ପୁରସ୍କାର ମିଳିଛି । ଥାଲାଇଭି ପାଇଁ ଅରବିନ୍ଦ ସ୍ୱାମୀଙ୍କୁ ମିଳିଛି ବେଷ୍ଟ ଆକ୍ଟରର ଆୱାର୍ଡ ।

 अल्लू अर्जुन के पिता को भी मिला फिल्म फेयर अवॉर्ड: साथ ही Life of Ram from Jaanu के लिए मशहूर गीतकार सिरिवेनेला सीताराम शास्त्री (Legendary lyricist Sirivennela Seetharama Sastry) ने सर्वश्रेष्ठ गीत का पुरस्कार जीता है. मेगा निर्माता अल्लू अरविंद (Mega Producer Allu Aravind) जो कि अल्लू अर्जुन के पिता हैं, उनको लाइफटाइम अचीवमेंट अवार्ड से सम्मानित किया गया है.

ଅନ୍ୟ ପକ୍ଷରେ ନେସନାଲ ଆୱାର୍ଡ ପ୍ରାପ୍ତ ଅଭିନେତା ସୁପରଷ୍ଟାର ସୂର୍ଯ୍ୟାଙ୍କୁ ସୋରାରଇ ପୋଟରୁରେ ଜବରଦସ୍ତ ପ୍ରଦର୍ଶନ ପାଇଁ ବେଷ୍ଟ ତାମିଲ ଆକ୍ଟର ଭାବରେ ସମ୍ମାନିତ କରାଯାଇଛି । ଲିଜୋମୋଲ ଜୋସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ମାନ୍ୟତା ମିଳିଥିବା ବେଳେ ସୋରାରଇ ପୋଟରୁ ତାମିଲ ଇଣ୍ଡଷ୍ଟ୍ରି ପାଇଁ ଅନେକ ଫିଲ୍ମଫେୟାର ପୁରସ୍କାର ହାସଲ କରିଛି ।

 नेशनल अवॉर्ड जीतने के बाद सूर्या को फिल्मफेयर में भी मिला सम्मानः वहीं सूर्या को नेशनल अवॉर्ड जीत चुकी सोरारई पोटरु (Soorarai Pottru) में शानदार प्रदर्शन के लिए बेस्ट तमिल एक्टर और लिजोमोल जोस (Lijomol Jose) को बेस्ट एक्ट्रेस के फिल्मफेयर का पुरस्कार मिला. सोरारई पोट्रु ने तमिल के लिए कई फिल्मफेयर पुरस्कार जीते हैं.

Get real time updates directly on you device, subscribe now.