ପୂର୍ବ ଶତ୍ରୁତାକୁ ନେଇ ପୁରୀରେ ବୋମାମାଡ, ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ

ପୁରୀ ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ ।ବାଇକରେ ଆସି ବୋମାମାଡ଼ କଲେ 3 ଦୁର୍ବୃତ୍ତ ।

ପୁରୀ: ମୋଚିସାହି ନିକଟ ନୂଆତୋଟାରେ ବୋମା ମାଡ଼ । ଶୁକ୍ରବାର ଏହି ବୋମାମାଡ ହୋଇଛି । ବାଇକରେ ଆସି ଜାଗାଘର ଉପରକୁ 3 ଦୁର୍ବୃତ୍ତଙ୍କୁ ବୋମାମାଡ଼ କରିଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍‌ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।