fbpx
BJD
BJD SKY
BJD SKY

ଫେବ୍ରୁଆରୀ ୫ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ

BJD

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୫ ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ । ଫେବ୍ରୁଆରୀ ୫ ରୁ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଫେବୃଆରୀ ୫ ରେ କାମଚଳା ବଜେଟ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଏହି ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ କରିବା ସମ୍ଭାବନା ରହିଛି । କୁହାଯାଉଛି ଯେ ସରକାରରେ ଚାଷୀଙ୍କୁ ମିଳୁଥିବା ସୁବିଧାକୁ ବଢାଇ ପାରନ୍ତି ।

Get real time updates directly on you device, subscribe now.