fbpx

ବସ୍ ଦୁର୍ଘଟଣା, ୪୦ରୁ ଅଧିକ ଆହତ

ବାଲେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତକଙ୍କୁ ଜଳେଶ୍ୱର ମେଡ଼ିକାଲ ଭର୍ତ୍ତି କରାଯାଇଛି । ବସଟି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ସୂଚନା ରହିଛି ।

Get real time updates directly on you device, subscribe now.