fbpx

ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର,୩୦/୧୦(ଓଡିଶା ଭାସ୍କର): ଉପନିର୍ବାଚନ ପାଇଁ ଆଜି ସବୈତନିକ ଛୁଟି ଘୋଷଣା ହୋଇଛି। ନିର୍ବାଚନ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି । ୩ ତାରିଖରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ। ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ସବୈତନିକ ଛୁଟି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ।

Get real time updates directly on you device, subscribe now.