• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ହ୍ୟାକ ହେଲା ଏହି ସରକାରୀ ବ୍ୟାଙ୍କର ଏକ୍ସ ଆକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ହ୍ୟାକ ହେଲା ଏହି ସରକାରୀ ବ୍ୟାଙ୍କର ଏକ୍ସ ଆକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

By Chinmayee Beura On Jun 24, 2024 at 11:31 AM
Share

ନୂଆଦିଲ୍ଲୀ: ସରକାରୀ ସେକ୍ଟର କାନାରା ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଯାଇଛି । କମ୍ପାନୀ ରବିବାର ଦିନ ନିଜେ ଏହାର ସୂଚନା ଦେଇଛି । କମ୍ପାନୀ ମୁତାବକ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ @CanaraBank_X ରୁ ଠକେଇ କରାଯାଇଛି । ହ୍ୟାକର୍ସ ହ୍ୟାଣ୍ଡେଲର ୟୁଜରମ୍ୟାନ ପରିବର୍ତ୍ତନ କରି ‘ether.fi କରିଦେଇଛନ୍ତି । ଏହା ବ୍ୟତୀତ ଲୋକେସନରେ ଦ୍ୱୀପ ଦେଖିବାକୁ ମିଳୁଛି ।

କାନାରା ବ୍ୟାଙ୍କ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହେବା ପରେ ଗ୍ରାହକଙ୍କୁ ଟ୍ୱିଟର ପେଜରେ କୌଣସି ପୋଷ୍ଟ ନ କରିବା ପାଇଁ ନିବେଦନ କରିଛନ୍ତି । ଏଥିସହ କହିଛନ୍ତି ଯେ, ଯେତେବେଳେ ପେଜ ତାଙ୍କ କଣ୍ଟ୍ରୋଲରେ ଆସିବ, ସେନେଇ ଗ୍ରାହକଙ୍କୁ ସୂଚନା ଦିଆଯିବ ।

ସେହିପରି ଗତ ସପ୍ତାହରେ ଏପରି ଏକ ଘଟଣା ଆକ୍ସିସ ବ୍ୟାଙ୍କ ସହ ମଧ୍ୟ ହୋଇଛି । ସେତେବେଳେ ହ୍ୟାକର୍ସ ଆକ୍ସିସ ବ୍ୟାଙ୍କର ଅପିସିଆଲ ଏକ୍ସ ହ୍ୟାଣ୍ଡେଲକୁ ହ୍ୟାକ କରିଥିଲେ । ହ୍ୟାକର୍ସ ଅଫିସିଆଲ ଆକାଉଣ୍ଟର ନାମ ହଟାଇ ସେହି ସ୍ଥାନରେ ପୂର୍ଣ୍ଣଚ୍ଛେଦ ବସାଇଥିଲେ । ଏଥିସହ ହ୍ୟାକର୍ସ କ୍ରିପ୍ଟୋକରେନ୍ସିରେ ରିଲେଟେଡ ଅନଅଥରାଇଜଡ ପୋଷ୍ଟ ମଧ୍ୟ କରିଥିଲେ ।

ଆହୁରି ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

Share

Prev Post

ଅଧିକ ପାଣି ପିଇବା ଉଚିତ ନା ନାହିଁ, ଡାକ୍ତରଙ୍କଠୁ ଜାଣନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

Next Post

ଏ କେମିତିକା ପ୍ରେମିକା, କଥା ଦେଇ ବିମାନ ବନ୍ଦରରେ ଛାଡିଲେନି ବୋଲି ପ୍ରେମିକ ନାଁରେ ଦେଲେ କେସ

You might also like More from author
Breaking News

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ; ୫ପ୍ରସ୍ତାବରେ ଲାଗିଲା ମୋହର

Featured

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର ରଶିରେ ଝୁଲି ଚମ୍ପଟ ମାରୁଛନ୍ତି ନେପାଳୀ ମନ୍ତ୍ରୀ !…

Breaking News

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି, କାହିଁକି ସେନା ମଧ୍ଯ…

Asia Cup

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର…

Featured

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି ଜିନିଷ, ନଚେତ ରାତି ତମାମ ରହିବେ ଅନିଦ୍ରା…

Asia Cup

ଗାଁ ଓ ଗଲି କ୍ରିକେଟଠୁ ବି ହୀନ, ୟୁଏଇ ମାତ୍ର 57 ରନରେ ଅଲଆଉଟ, ଗୋଟିଏ ମ୍ୟାଚରେ ଟିମ୍ ଇଣ୍ଡିଆ କଲା…

Prev Next
Odisha Bhaskar

Recent Posts

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

Prev Next 1 of 28,290
© 2025 - TK Digital All Rights Reserved.