Browsing Category
ବାଣିଜ୍ୟ
ନିଜ ଘରେ କେତେ ସୁନା ରଖିପାରିବେ ଆପଣ? ଜାଣନ୍ତୁ ଭାରତରେ କ’ଣ ରହିଛି ଆଇନ୍
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୬ ରେ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଛି, ଯାହାକି ୨୩ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୭୧୯୧୮ ଟଙ୍କାରେ ପହଞ୍ଚିଛି । ସୁନା ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି, କିନ୍ତୁ ସୁନା କିଣିବାକୁ…
ବିଶ୍ୱକର୍ମା ପୂଜା ଦିନ କମିଗଲା ସୁନା ଦର, ଜାଣନ୍ତୁ ୨୨ କ୍ୟାରେଟ ଗୋଲ୍ଡ ରେଟ
ନୂଆଦିଲ୍ଲୀ: ସୁନା ମୂଲ୍ୟରେ ଆଜି ସପ୍ତାହର ପ୍ରଥମ ଦିନ ସୋମବାର ୧୬ ସେପ୍ଟେମ୍ବରରେ ହ୍ରାସ ପାଇଛି। ଏହି ହ୍ରାସ ସାଧାରଣ ରହିଛି। ଆଜି ସୁନା ମୂଲ୍ୟରେ ମାତ୍ର ୧୦୦ ଟଙ୍କା ହ୍ରାସ ପାଇଛି। ଦେଶର ହାରାହାରି ସମସ୍ତ ସହରରେ ୨୪…
ମାତ୍ର ୯୫ ଟଙ୍କାରେ ମିଳୁଛି ସବୁଠାରୁ ଶସ୍ତା OTT ରିଚାର୍ଜ, ଜାଣନ୍ତୁ ଜିଓ, ଏୟାରଟେଲ ଏବଂ Vi ମଧ୍ୟରେ କେଉଁଟି ଭଲ
ନୂଆଦିଲ୍ଲୀ: ନିଜ ୟୁଜର୍ସଙ୍କୁ ପ୍ରିପେଡ ପ୍ଲାନ ସହ ଟେଲିକମ କମ୍ପନୀଗୁଡିକ ଏକ୍ସଟ୍ରା ବେନିଫିଟର ସବସ୍କ୍ରିପସନ ମଧ୍ୟ ଅଫର କରୁଛନ୍ତି। ଏହି ତାଲିକାରେ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ତିନୋଟି…
ବନ୍ଦ ହୋଇଯିବ ଆପଣଙ୍କ ରାସନ କାର୍ଡ ! ଶୀଘ୍ର କରାଇ ନିଅନ୍ତୁ ଏହି କାମ
ନୂଆଦିଲ୍ଲୀ : ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଚେତାବନୀ । ଯଦି ଆପଣ ମଧ୍ୟ ପ୍ରଧାନ ମନ୍ତ୍ରୀ ଗରିବ ରାସନ ଯୋଜନାର ହିତାଧିକାରୀ, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । କାରଣ ବିଭାଗ ଅନେକ ଲୋକଙ୍କ ରାସନକୁ ଖୁବ୍ ଶୀଘ୍ର…
୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମଧ୍ୟ ଛୁଟି: ସୁଭଦ୍ରାର ଶୁଭାରମ୍ଭ ପାଇଁ ଖୋଲିବନି ସ୍କୁଲ-କଲେଜ
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମହିଳା ବିକାଶଭିମୁଖୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ୧୭…
(Video) ଆପଣଙ୍କ ଖାତାକୁ ଆସିନି ‘ସୁଭଦ୍ରା’ର ୧ ଟଙ୍କା? ଯୋଜନା ଟଙ୍କା ମିଳିବ କି ନାହିଁ? ଜାଣନ୍ତୁ କ’ଣ କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ
ଓଡ଼ିଶା ଭାସ୍କର: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ରାଜ୍ୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ସରକାର । ଏହି ଟଙ୍କା ପଠାଇବା ପୂର୍ବରୁ ସରକାର ଏକ ଟ୍ରାଏଲ ରନ୍ ମଧ୍ୟ କରିଛନ୍ତି । କିଛି…
UPI Systemରେ ହେବ ବଡ଼ ପରିବର୍ତ୍ତନ: ଆସନ୍ତା ସପ୍ତାହରୁ ବଦଳିଯିବ ଏହି ନିୟମ, ଜାଣନ୍ତୁ କିପରି ମିଳିବ ଲାଭ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ…
ଲୋକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଗଲା ରିଫାଇନ୍ ତେଲର ଦାମ୍, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଏଥର ପାର୍ବଣ ଋତୁ ମହଙ୍ଗା ହେବ କାରଣ ଖାଇବା ତେଲର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯେଉଁ କାରଣରୁ ଲୋକମାନଙ୍କୁ ବଡ଼ ଝଟକା ଲାଗିଛି । କେବଳ ଗୋଟିଏ ସପ୍ତାହ ମଧ୍ୟରେ ରିଫାଇନ୍ ତେଲର ମୂଲ୍ୟ ଲିଟର ପିଛା…
Aadhaar Free Update: ମାଗଣା ଆଧାର ଅପଡେଟ୍ କରିବାର ସମୟସୀମା ପୁଣି ବଢ଼ିଲା, ଏବେ ଏହି ତାରିଖ ପର୍ଯ୍ୟନ୍ତ ମିଳିବ ସେବା
ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ…
ସରକାରଙ୍କ ଆକ୍ସନ ପରେ କମିଲା ପିଆଜ ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?
ନୂଆଦିଲ୍ଲୀ : ଶନିବାର ଦିନ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ସରକାରଙ୍କ ସବସିଡିଯୁକ୍ତ ପିଆଜ ବିକ୍ରି ପଦକ୍ଷେପ ୫ ସେପ୍ଟେମ୍ବରରୁ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ପ୍ରମୁଖ ସହରରେ ମୂଲ୍ୟ ହ୍ରାସ ପାଇଛି ।…