Browsing Category
ବାଣିଜ୍ୟ
Jio-Airtel ଠାରୁ ଅନେକ ଗୁଣ ଶସ୍ତା BSNLର ଏହି ପ୍ଲାନ; ମାସକୁ ମାତ୍ର ୧୬୬ ଟଙ୍କାରେ ମିଳିବ ୬୦୦ GB ଡାଟା
ନୂଆଦିଲ୍ଲୀ: ଭାରତର ସରକାରୀ ଟେଲିକମ୍ କମ୍ପାନି BSNLକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ଭାରତର ଅନେକ ରାଜ୍ୟରେ ବିଏସ୍ଏନ୍ଏଲ୍ ଗତ ଏକ ମାସ ମଧ୍ୟରେ ଲକ୍ଷ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି। ବାସ୍ତବରେ ଭାରତର ୩ଟି ଘରୋଇ…
ଆମେରିକାରେ କେତେ ଟଙ୍କା ଦେଇ ଲୋକେ ପେଟ୍ରୋଲ କିଣନ୍ତି! ଭାରତଠୁ କମ ନା ବେଶୀ ଦାମ, ଜାଣିକି ଆଶ୍ଚର୍ଯ୍ୟ ହେବେ…
ଓଡିଶା ଭାସ୍କର: ସାରା ବିଶ୍ୱରେ ଗାଡିର ବହୁଳ ବ୍ୟବହାର ହୋଇଥାଏ । ମାତ୍ର ବିନା ପେଟ୍ରୋଲରେ ଗାଡି ଚାଲିବା ମୁସ୍କିଲ । ଇଲେକଟ୍ରିକ ଗାଡିକୁ ଛାଡି ପ୍ରାୟ ସମସ୍ତ ଗାଡି ପେଟ୍ରୋଲ ଉପରେ ନିର୍ଭର କରେ । ଫଳରେ…
Yes ବ୍ୟାଙ୍କକୁ ନେଇ ଆସିଲା ବଡ଼ ଅପଡେଟ୍, ଶେୟାର କିଣିବା ପାଇଁ ଭାରତ ଆସିପାରନ୍ତି SMBC ସିଇଓ
ନୂଆଦିଲ୍ଲୀ: ଘରୋଇ ସେକ୍ଟର ବ୍ୟାଙ୍କ ଣରଗ୍ଦ ଈବଦ୍ଭଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କରେ ଅଂଶଧନ(ଗ୍ଦଗ୍ଧବଳର) କିଣିବା ପାଇଁ ଜାପାନର ଏକ ବ୍ୟାଙ୍କ ଦୌଡ଼ରେ ସାମିଲ ହୋଇଛି । ସୁମିତୋମୋ ମିତସୁଇ…
Xiaomi ଆଣୁଛି ନୂଆ ଫିଚର: ଆପଣଙ୍କ ଫୋନକୁ ଆସୁଥିବା Ads ଗୋଟିଏ କ୍ଲିକରେ ବନ୍ଦ ହୋଇଯିବ
ନୂଆଦିଲ୍ଲୀ: ସାଧାରଣ ଭାବେ ମୋବାଇଲରେ ଆଡସକୁ ନେଇ ଗ୍ରାହକମାନେ ଅଧିକାଂଶ ସମୟରେ ଅଭିଯୋଗ ଆଣିଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ସାଓମୀ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ସହାୟତାରେ ୟୁଜର୍ସ କେବଳ…
ଭୋଡାଫୋନ ଆଇଡିଆକୁ ୬୪୩୨ କୋଟିର କ୍ଷତି, ହ୍ରାସ ପାଇଲା ୟୁଜର୍ସଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶର ତୃତୀୟ ବଡ଼ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆକୁ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟ ମାସିକରେ ୬୪୩୨ କୋଟି ଟଙ୍କାର କ୍ଷତି ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟ ମାସ ତୁଳନାରେ କ୍ଷତି କମ…
Short Selling କ’ଣ ? ଆଦାନୀ ଶେୟାରରୁ ହିଣ୍ଡେନବର୍ଗ କିପରି ରୋଜଗାର କଲା ୩୩ କୋଟି ?
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ହିଣ୍ଡେନବର୍ଗ । ଗତ ବର୍ଷ ଆଦାନୀ ଶେୟାରରେ ସର୍ଟ ସେଲିଂ ମାଧ୍ୟରେ ପ୍ରାୟ ୩୩ କୋଟିରୁ ଅଧିକ ଆୟ କରିଥିଲା । ବର୍ତ୍ତମାନ ପୁଣି ଥରେ ହିଣ୍ଡେନବର୍ଗ SEBIକୁ ଏହାର ଟର୍ଗେଟ କରିଛି । SEBIର…
ହିଣ୍ଡେନବର୍ଗ ମାମଲା: ଆଦାନୀ ଗ୍ରୁପର ଶେୟାରରେ ୭% ପର୍ଯ୍ୟନ୍ତ ହ୍ରାସ
ମୁମ୍ବାଇ: ଆମେରିକୀୟ ଶର୍ଟ ସେଲିଂ ଫାର୍ମ (Short selling firm) ହିଣ୍ଡେନବର୍ଗ(Hindenburg) ମାମଲାରେ ଏକ ନୂତନ ମୋଡ଼ ଦେଖିବାକୁ ମିଳିଛି । ହିଣ୍ଡେନବର୍ଗ ଏହାର ନୂଆ ରିପୋର୍ଟରେ SEBI ଅଧ୍ୟକ୍ଷା ମାଧବୀ ପୁରୀ ବୁଚଙ୍କ…
ମୋଦୀ ସରକାରଙ୍କ ନୂଆ ଯୋଜନା: ପିଲାମାନଙ୍କ ନାମରେ ଖୋଲନ୍ତୁ NPS ଖାତା, ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ: ବଜେଟରେ ମଧ୍ୟ ପିଲାମାନଙ୍କ ନାମରେ ଏନପିଏସ୍ ଆକାଉଣ୍ଟ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏହି ଯୋଜନାର ନାମ ଏନପିଏସ୍ ବାତ୍ସଲ୍ୟ ରଖାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବଡ଼ ହେବା ବା ଦୀର୍ଘ…
(Video) Airtel ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: ଅଳ୍ପ ଟଙ୍କାରେ ମିଳିବ ଅନଲିମିଟେଡ କଲିଙ୍ଗ ଓ ଡାଟା
ଓଡ଼ିଶା ଭାସ୍କର: ଘରୋଇ ଟେଲିକମ୍ କମ୍ପାନୀ ନିଜ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ପରସ୍ପର ମଧ୍ୟରେ ଟକ୍କର ଦେଉଥିବା ଦେଖାଯାଉଛି । ଜିଓ, ଏୟାରଟେଲ ଇତ୍ୟାଦି କିଛି ଦିନ ତଳେ ୟୁଜରମାନଙ୍କ ପାଇଁ ବେଶ୍ ପସନ୍ଦ…
BSNL ଲଞ୍ଚ୍ କରିବ 5G ମୋବାଇଲ! କ୍ୟାମେରା 200MP : ସ୍ପଷ୍ଟ ସୂଚନା ଦେଲା ସରକାରୀ କମ୍ପାନୀ
ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ ଇତ୍ୟାଦି ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପରେ ୟୁଜରଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାପରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଉପରେ…