Browsing Category
ବାଣିଜ୍ୟ
ଏଣିକି ଛୋଟ ପିଲା ବି ବ୍ୟବହାର କରିପାରିବେ Apple ୱାଚ, କମ୍ପାନୀ ଲଞ୍ଚ କଲା ନୂଆ ଫିଚର
ନୂଆଦିଲ୍ଲୀ: ଆପଲ ଛୋଟ ପିଲାଙ୍କ ପାଇଁ ଏକ ନୂଆ ଫିଚର ଭାରତରେ ଲଞ୍ଚ କରିଛି । ଫିଚରର ନାମ ହେଉଛି 'Apple Watch For Your Kids'। ଏହି ଫିଚର ଆପଲ ୱାଚରେ ମିଳିବ, ଯେଉଁଠାରେ ମାଆ-ବାପା ୱାଚକୁ ସେଟ କରି ଶିଶୁଙ୍କୁ…
୧୨୩ ଟଙ୍କା ରିଚାର୍ଜ କଲେ ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂ ସୁବିଧା: ଲଞ୍ଚ ହେଲା Jio Bharat J1 ହ୍ୟାଣ୍ଡସେଟ୍
ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ…
ସୁନା ଶସ୍ତା ହେବାରୁ ରକ୍ଷାବନ୍ଧନ, ଧନତେରସ, ଦୀପାବଳୀ ଓ ବିବାହ ଋତୁ ପାଇଁ ଆରମ୍ଭ ହେଲା ବୁକିଂ: ଜାଣନ୍ତୁ କେତେ ରହିଛି ରେଟ୍
ନୂଆଦିଲ୍ଲୀ: ସୁନା ଏବଂ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେତୁ ଗ୍ରାହକମାନେ ବିବାହ ଋତୁ ପୂର୍ବରୁ ଅଳଙ୍କାର ଦୋକାନକୁ ଆସିବା ଆରମ୍ଭ କରି ଦେଇଛନ୍ତି । ବଜେଟ ଦିନଠାରୁ ସୁନା ଓ ରୂପା ବିକ୍ରିରେ ବୃଦ୍ଧି ଘଟିଛି ।…
ଭାରତରେ ଲଞ୍ଚ ହେଲା Apple Watchର ନୂଆ ଫିଚର: ପିଲାଙ୍କର ଲୋକେସନ ଟ୍ରାକ୍ କରିପାରିବେ ଅଭିଭାବକ, କଥାବାର୍ତ୍ତା ମଧ୍ୟ କରିପାରିବେ
ନୂଆଦିଲ୍ଲୀ: ଭାରତରେ ଆପଲ ୱାଚର ନୂଆ ଫିଚର ଲଞ୍ଚ କରାଯାଇଛି । ଏହା ଛୋଟ ପିଲାଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ । ଆପଲ ୱାଚ ସହାୟତାରେ ଅଭିଭାବକମାନେ ସେମାନଙ୍କର ପିଲାଙ୍କ ଉପରେ ସହଜରେ ଧ୍ୟାନ ରଖିପାରିବେ । ପିଲାଙ୍କ…
ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ କ’ଣ? ଯାହାକୁ ଜାତୀୟ ରାଜପଥରେ ଲାଗୁ କରିବେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାଇଲଟ ଆଧାରରେ ମନୋନୀତ ଜାତୀୟ ରାଜପଥରେ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଆରମ୍ଭ କରିବାର ବିଷ୍ପତ୍ତି ନେଇଛନ୍ତି । ଏହାକୁ FASTag ସହ ଏକ…
କୋଟି କୋଟି କମ୍ପ୍ୟୁଟର ପୁଣି ହୋଇପାରେ ବନ୍ଦ: କମ୍ପାନୀ କହିଲା- ‘ଆମେ ଏହାକୁ ରୋକିପାରିବୁ ନାହିଁ’
ମାଇକ୍ରୋସଫ୍ଟ ଆଉଟେଜ୍ ପୁଣି ଥରେ ବିଶ୍ୱବ୍ୟାପୀ ଉତ୍ତେଜନା ସୃଷ୍ଟି କରିପାରେ । ମାଇକ୍ରୋସଫ୍ଟ ନିଜେ ଏ ବିଷୟରେ ଚେତାବନୀ ଦେଇଛି । ଆସନ୍ତୁ ଆପଣଙ୍କୁ କହିବା ଯେ ସମ୍ପ୍ରତି ମାଇକ୍ରୋସଫ୍ଟ ଆଉଟେଜ୍ ହେତୁ ସମଗ୍ର ବିଶ୍ୱରେ…
ବଜେଟରେ NPSକୁ ନେଇ ବଡ଼ ଘୋଷଣା: ଏଣିକି କର୍ମଚାରୀଙ୍କ ବେସିକ ସାଲାରୀରୁ ୧୦ ପ୍ରତିଶତ ନୁହେଁ, ୧୪ ପ୍ରତିଶତ କଟିବ
ନୂଆଦିଲ୍ଲୀ: ଚଳିତ କେନ୍ଦ୍ର ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ପେନସନ ସ୍କିମ (ଏନପିଏସ)କୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଏନପିଏସ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳଳେ କର୍ମଚାରୀମାନେ…
UPI ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ! ଫୋନ ଚୋରି ହେବାପରେ ସର୍ବପ୍ରଥମେ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଦେଶରେ ଅନେକ ଲୋକଙ୍କ ସହ ସାଇବର ଠକେଇ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଯେଉଁ ଲୋକେ ୟୁପିଆଇ ଜରିଆରେ ପେମେଣ୍ଟ କରୁଛନ୍ତି, ତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେବେ ଫୋନ ଚୋରି ହେବାପରେ…
ଆୟକର ବିଭାଗ ଜାରି କଲା ନୂଆ ଗାଇଡଲାଇନ୍ସ: ଏଣିକି ସେଭିଙ୍ଗିସ ଆକାଉଣ୍ଟରେ ୫୦ ହଜାରରୁ ଅଧିକ ଅର୍ଥ ଜମା କଲେ ପ୍ୟାନ୍ ଦେବାକୁ ପଡ଼ିବ
ନୂଆଦିଲ୍ଲୀ: ଭାରତରେ ସେଭିଙ୍ଗିସ ଆକାଉଣ୍ଟସ ଖୋଲିବା ପାଇଁ କୌଣସି କଟକଣା ନଥାଏ । ସେଥିପାଇଁ ଅଧିକାଂଶ ଲୋକ ଏହି ଖାତାରେ ନିଜର ଅର୍ଥକୁ ରଖିଥାନ୍ତି । ସେଭିଙ୍ଗିସ ଖାତାରେ ନିଜର ଉପାର୍ଜିତ ଅର୍ଥକୁ ରଖିଲେ ତାହା…
ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୯ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତା ୨୩୦ ପ୍ରତିଶତରୁ ବଢି ୨୩୯ ପ୍ରତିଶତ ହୋଇଛି । ଏହି ମହଙ୍ଗା ଭତ୍ତା…