Browsing Category

ବାଣିଜ୍ୟ

Union Budget 2024: ଆୟକର କ୍ଷେତ୍ରରେ ୭ଟି ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଧିକ, ଜୁଲାଇ ୨୩ରେ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୪ ଆଗତ କରିବେ । ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି । ତେବେ ଏଥର ଅର୍ଥମନ୍ତ୍ରୀ ୭ଟି ଇନକମ୍ ଟ୍ୟାକ୍ସ ରିଲିଫ୍…

ସ୍ଥାୟୀ ଜମାରେ ୯.୬ ପ୍ରତିଶତ ସୁଧ ପାଆନ୍ତୁ: ଦେଶର ୧୦ଟି ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତେ କମ୍ ନିବେଶରେ, କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହାନ୍ତି । ତେବେ ଏଭଳି ସ୍ଥିତିରେ ଗ୍ରାହକଙ୍କ ପାଖରେ ଶେୟାର ବଜାର, ସୁନା ନିବେଶ, ମ୍ୟୁଚୁଆଲ ଫଣ୍ଡ, ରିକରିଂ ଡିପୋଜିଟ୍,…

Microsoft ଅଚଳରେ ଦୋହଲିଗଲା ସାରା ସିଷ୍ଟମ, ହେଲେ ପ୍ରଭାବିତ ହେଲାନି ଇଣ୍ଡିଆନ ରେଲୱେ, ଜାଣନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ ତ୍ରୁଟି ସାରା ଦୁନିଆର ୟୁଜର୍ସଙ୍କୁ ପ୍ରଭାବିତ କରିଛି । ଏହାର ପ୍ରଭାବ ଏୟାରଲାଇନ୍ସ, ଯୋଗାଯୋଗ ସେବା, ବ୍ୟାଙ୍କ ଏବଂ ମିଡିଆ ସଂସ୍ଥାମାନଙ୍କୁ ଉପରେ ପଡିଛି । ଏୟାରଲାଇନ୍ସ ଏବଂ ବିମାନବନ୍ଦର…

ବିଏସ୍‌ଏନ୍‌ଏଲ୍‌ ଦମଦାର ଅଫର: ଆପଣାନ୍ତୁ ଏହି ପ୍ଲାନ

ଆପଣ ଯଦି ବିଏସ୍‌ଏନ୍‌ଏଲ୍‌ ସିମର ବ୍ୟବହାର କରୁଛନ୍ତି ଏବଂ ଆପଣ କମ ଡାଟା କିନ୍ତୁ ଅଧିକ କଲିଂ ଚାହୁଁଛନ୍ତି । ତେବେ ବିଏସ୍‌ଏନ୍‌ଏଲ୍‌ର ୧୯୭ ପ୍ଲାନ ଆପଣାନ୍ତୁ । ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ କମ…

Microsoft ସଂକଟରେ ସାରା ଦୁନିଆ: ଶହ ଶହ ବିମାନ ରଦ୍ଦ କଲା ‘Indigo’… ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ‘Microsoft’ର ସଂକଟରେ ଏବେ ସାରା ଦୁନିଆ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏହାର ପ୍ରଭାବରେ ଭାରତୀୟ ଏୟାରଲାଇନ୍ସ ‘Indigo’ ଦେଶରେ ନିଜର ପ୍ରାୟ ୨୦୦ ବିମାନ ରଦ୍ଦ କରିଛି । ଗ୍ଲୋବାଲ ସିଷ୍ଟମ ଏହାର…

(Photos) ବିଶ୍ୱର ସବୁଠୁ ବଡ଼ ସୁନାମୁଦି… ଓଜନ-ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍: କେଉଁଠି ଅଛି?

ନୂଆଦିଲ୍ଲୀ: ସୁନାର ଚମକ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । କିନ୍ତୁ ଅନେକ କିଛି ସୁନାର ଜିନିଷ ରହିଛି, ଯାହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଆଉ କିଛି ସୁନା ବିକ୍ରି ହେବା ମଧ୍ୟ ସମ୍ଭବ…

ମାଇକ୍ରୋସଫ୍ଟକୁ ୨୩ ବିଲିୟନ ଡଲାର କ୍ଷତି, ଲାଗିଲା ବଡ ଝଟକା, ବିଶ୍ୱର ବିଭିନ୍ନ କମ୍ପାନୀ ଉପରେ ପଡିଲା ଆଇଟି ଆଉଟରେଜର ପ୍ରଭାବ

ଓଡିଶା ଭାସ୍କର: ଆଇଟିର ହିରୋ କୁହାଯାଉଥିବା ମାଇକ୍ରୋସଫ୍ଟକୁ ଆଇଟି ସିଷ୍ଟମ କ୍ରେଶ କାରଣରୁ ଏକ ବଡ ଅସୁବିଧାର ସାମ୍ନା କରିବାକୁ ପଡିଛି । ଫଳରେ ତାହାର ସେୟାର ପ୍ରାୟ ୦.୭୧ ପ୍ରତିଶତ କମିଛି । ଏହି କ୍ରେଶ କାରଣରୁ…

BoAt ଲଞ୍ଚ୍ କଲା ନୂଆ ସ୍ମାର୍ଟ ରିଂଗ୍‌, ରହିଛି ଜବରଦସ୍ତ ଫିଚର, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ସାମସଙ୍ଗ୍ ଏହାର ଏବକ୍ଷବଙ୍ଘଚ୍ଚ ଜସଦ୍ଭଶ ଲଞ୍ଚ୍ କରିଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର ଟଙ୍କା ଥିଲା । ଏଥିମଧ୍ୟରେ BoAt ବି ଏକ Smart Ring Active ଲଞ୍ଚ୍ କରିଛି । କୁହାଯାଉଛି ଏହା ହେଉଛି…

ମାଇକ୍ରୋସଫ୍ଟର କ୍ଲାଉଡ୍ ସର୍ଭିସରେ ତ୍ରୁଟି: ଭାରତ ଉପରେ ମଧ୍ୟ ପ୍ରଭାବ, ମୁମ୍ବାଇ ବିମାନ ବନ୍ଦରରେ ଚେକ୍ ଇନ୍ ସିଷ୍ଟମ୍ ଠପ୍

ନୂଆଦିଲ୍ଲୀ: ଆମେରିକାରେ ମାଇକ୍ରୋସଫ୍ଟର କ୍ଲାଉଡ୍ ସର୍ଭିସରେ ତ୍ରୁଟି ହେତୁ ଅନେକ ଏୟାରଲାଇନ୍ସକୁ ସେମାନଙ୍କର ବିମାନ ବାତିଲ କରିବାକୁ ପଡିଛି । ମାଇକ୍ରୋସଫ୍ଟ ଗୁରୁବାର କହିଛି ଯେ, କ୍ଲାଉଡ୍ ସର୍ଭିସରେ ଥିବା ସମସ୍ୟାର…

ମାତ୍ର ୫୧ ଟଙ୍କାରେ ଉଠାନ୍ତୁ 5G ମଜା! ଏୟାରଟେଲ ଲଞ୍ଚ କଲା ଅନଲିମିଟେଡ୍ 5G ଡାଟା ପ୍ଲାନ୍

ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ…