Browsing Category

ବାଣିଜ୍ୟ

ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଛାଡ୍, ମହିଳାଙ୍କ ଆକାଉଣ୍ଟରେ ୧୫୦୦ ଟଙ୍କା, ମାଗଣା LPG ସିଲିଣ୍ଡର: ଜାଣନ୍ତୁ ମହାରାଷ୍ଟ୍ର ବଜେଟରେ କ’ଣ ଖାସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଡେପୁଟି ସିଏମ୍ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ରାଜ୍ୟର ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା…

Jio ବନ୍ଦ କଲା ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ: ଏଣିକି ସବୁ ପ୍ଲାନରେ ଅନଲିମିଟେଡ୍ ୫ଜି ସୁବିଧା ମିଳିବ ନାହିଁ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବା ସହିତ କିଛି ଶସ୍ତା ପ୍ଲାନ୍ସକୁ ମଧ୍ୟ ବନ୍ଦ କରିଦେଇଛି । ଜିଓର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କୁ ଲାଗିଛି ଏକ…

ଏହି କମ୍ପାନୀରେ କାମ କରୁଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି, ESOPରେ ଲାଗିବନି ଜିଏସଟି

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରୁଥିବା ଭାରତୀୟ କର୍ମଚାରୀମାନଙ୍କ ପାଇଁ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏକ ଭଲ ଖବର ଆଣିଛି । ସିବିଆଇସି ସ୍ପଷ୍ଟ କରିଛି ଯେ, ଯଦି କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର…

ଜିଓ ପରେ ଏବେ ଏୟାରଟେଲ ବୃଦ୍ଧି କଲା ରିଚାର୍ଜ ପ୍ଲାନ, ୩ ଜୁଲାଇରୁ ହେବ ଲାଗୁ

ନୂଆଦିଲ୍ଲୀ: ଜିଓ ନିଜର ରିଚାର୍ଜ ପ୍ଲାନକୁ ବଢାଇବା ପରେ ଏବେ ଏୟାରଟେଲ ନିଜର ରିଚାର୍ଜ ଚାର୍ଜକୁ ବୃଦ୍ଧି କରିଛି । ଜୁନ ୨୮ ଅର୍ଥାତ ଆଜି ଭାରତୀ ଏୟାରଟେଲ ଘୋଷଣା କରିଛି ଯେ, ୧୦ ରୁ ୨୧ ପ୍ରତିଶତ ନିଜର ଟେଲିକମ…

ସବୁ ରିଚାର୍ଜ ହେଲା ମହଙ୍ଗା, ୩ ଜୁଲାଇ ପୂର୍ବରୁ ପେମେଣ୍ଟ କଲେ ପାଇବେ ୨୫% ରିହାତି

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ଦୂରସଞ୍ଚାର କମ୍ପାନୀ ଜିଓ ଜୁଲାଇ ୩ ତାରିଖରୁ ମୋବାଇଲ ରିଚାର୍ଜ ଦରରେ ୧୨ ରୁ ୨୫ ପ୍ରତିଶତ ବୃଦ୍ଧି କରିବ । ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଜିଓ ପାଖାପାଖି…

Reliance Jio ପ୍ରିପେଡ୍ ପ୍ଲାନର ଟାରିଫ୍ ବୃଦ୍ଧି: ଏବେ ଗ୍ରାହକ ଗଣିବେ ଅଧିକ ଅର୍ଥ, କେଉଁ ପ୍ଲାନ କେତେ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଝଟକା । କମ୍ପାନୀ ପକ୍ଷରୁ ପ୍ରିପେଡ ପ୍ଲାନ ଉପରେ ଲାଗୁଥିବା ଟାରିଫରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏ ବାବଦରେ ଆଜି…

୩୦୦୦ ହଜାର ଟଙ୍କା ଶସ୍ତା ହେଲା ସୁନା ଦର, ଆହୁରି କମିବ ମୂଲ୍ୟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ସମୟ ରହିଯାଆନ୍ତୁ । କାରଣ ଆସନ୍ତା ଦିନରେ ସୁନା ମୂଲ୍ୟ କମିପାରେ । ବଜେଟରେ ଗୋଲ୍ଡ-ସିଲଭରରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତର ରିହାତି ଦେଖିବାକୁ…

କମ୍ପାନୀର ଧମାକା ଅଫର୍: ମାତ୍ର ୮୮୩ ଟଙ୍କାରେ କରିପାରିବେ ବିମାନ ଯାତ୍ରା, ଜାଣନ୍ତୁ କିଏ ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଧମାକା ଅଫର ଆଣିଛି । ଏହି ଅଫରରେ କମ୍ପାନୀ ଲୋକଙ୍କୁ ସୁଲଭ ମୂଲ୍ୟରେ ଉଡ଼ାଣ ଭରିବାର ସୁଯୋଗ ଦେଉଛି ।…

ଏଣିକି ନମ୍ବର ସହ ଦେଖାଯିବ କଲ୍ କରୁଥୁବା ବ୍ୟକ୍ତିଙ୍କ ନାମ, ଖୁବଶୀଘ୍ର ଆରମ୍ଭ ହେବ ଫ୍ରୀ କଲର ଆଇଡି ଡିସପ୍ଲେ ସର୍ଭିସ

ନୂଆଦିଲ୍ଲୀ: ଏଣିକି ଅଜଣା ନମ୍ବରରୁ ଆସୁଥିବା କଲରେ, କଲ୍ କରୁଥିବା ବ୍ୟକ୍ତିର ନାମ ମଧ୍ୟ ଆସିବ । ଟେଲିକମ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର ଆଇଡି ପ୍ରେଜେଣ୍ଟେସନର ଟ୍ରାୟଲ କରିଛନ୍ତି, ଯାହା ସଫଳ…

ଜୁଲାଇ ୧ ତାରିଖରୁ ବଦଳିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ ବ୍ୟାଙ୍କ ଖାତାରେ ବି ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: ଜୁନ୍ ମାସ ସରିବାକୁ ଯାଉଛି, ଆଉ ୩ ଦିନ ପରେ ଆରମ୍ଭ ହେବ ବର୍ଷର ସପ୍ତମ ମାସ ଜୁଲାଇ । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ ପରିବର୍ତ୍ତନ ନେଇ ଆସିବ…