Browsing Category

ବାଣିଜ୍ୟ

ନିର୍ବାଚନ ସରିବା ପରେ ପରେ ତୁରନ୍ତ ମୂଲ୍ୟ ବୃଦ୍ଧି, ଅମୂଲ ପରେ ମଦର ଡାଏରୀ ବୃଦ୍ଧି କଲା କ୍ଷୀର ମୂଲ୍ୟ

ନୂଆଦିଲ୍ଲୀ: ଅମୂଲ ପରେ ଏବେ ମଦର ଡାଏରୀ ଗ୍ରାହକଙ୍କୁ ଝଟକା ଦେଇଛି । ଦିଲ୍ଲୀ ଏନସିଆର୍‌ରେ ମଦର ଡାଏରୀ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି । ଏହାର କାରଣ ଗତ ୧୫ ମାସ ଧରି ଏହାର ଉତ୍ପାଦନ ଖର୍ଚ୍ଚ…

ମହଙ୍ଗା ହେଲା Toll Tax Rate: ଏଣିକି Highway ଯାତ୍ରା ପାଇଁ ଦେବାକୁ ପଡ଼ିବ ୫% ଅଧିକ ଟଙ୍କା

ଓଡ଼ିଶା ଭାସ୍କର: ସାରା ଦେଶ ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରି ରହିଛି । ଏହାଭିତରେ ଗାଡ଼ିଚାଳକଙ୍କ ଉପରେ ଦେଖିବାକୁ ମିଳିଛି ମହଙ୍ଗା ମାଡ଼ । ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ମହଙ୍ଗା ହୋଇଛି ଟୋଲ ଟାକ୍ସ ।…

ଆଗାମୀ ୫ ବର୍ଷରେ ଭାରତରେ ସେମିକଣ୍ଡକ୍ଟର କ୍ଷେତ୍ରରେ ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖୁସି ଖବର । ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗାମୀ ୫ ବର୍ଷରେ ଭାରତରେ ସୃଷ୍ଟି ହେବ ୧୦ ଲକ୍ଷ ଚାକିରି । ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ବଢ଼ିଥିବା…

ଆଜି ରାତି ୧୨ଟାରୁ ମହଙ୍ଗା ହେବ Highway ଯାତ୍ରା: କେତେ ଟଙ୍କା ବଢିଲା Toll Tax?

ଓଡ଼ିଶା ଭାସ୍କର: ଦେଶରେ ନିର୍ବାଚନ ଶେଷ ହୋଇଯାଇଛି । ବର୍ତ୍ତମାନ ଜୁନ୍ ୪ ତାରିଖରେ ଏହାର ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । କିନ୍ତୁ ଏହାମଧ୍ୟରେ NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ…

ଅମୂଲ କ୍ଷୀର ଦାମ୍ ୨ ଟଙ୍କା ବଢ଼ିଲା: ଫଳାଫଳ ଘୋଷଣା ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ଜୁନ୍ ୧ରେ ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ଲୋକସଭା ନିର୍ବାଚନର ଫଳାଫଳ ଉପରେ ଏବେ ସଭିଙ୍କ ନଜର ରହିଛି । ଏହା…

ପୁଣିଥରେ ଏଲନ ମସ୍କ ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, Bernard Arnaultଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ପଦବୀ ପୁଣିଥରେ ଟେସଲାର ସିଇଓ ଏଲନ ମସ୍କଙ୍କ ପାଖକୁ ଚାଲିଯାଇଛି । ସେ ବର୍ନାର୍ଡ ଅର୍ନୋଲ୍ଟ ଏବଂ ଜେଫ ବେଜୋସଙ୍କୁ ପଛରେ ପକାଇ ନଂ-୧ ସ୍ଥାନ ଅଧିକାର କରିଛନ୍ତି । ଏଲନ…

ଏଣିକି ଫୋନ ଚୋରି ହେଲେ ଆଉ ଚିନ୍ତା ନାହିଁ, ଆପଣଙ୍କ ଛଡା ଅନ୍ୟ କେହି ବି ସ୍ୱିଚ୍ ଅଫ କରିପାରିବେ ନାହିଁ ଆପଣଙ୍କ ଫୋନ, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫୋନ ବର୍ତ୍ତମାନ ଯୁଗରେ ସବୁଠାରୁ ଅଧିକ ଆବଶ୍ୟକୀୟ ଜିନିଷ ରୂପେ ପରିଣତ ହୋଇଛି । ନିଜର ସମସ୍ତ ପର୍ସନାଲ ଡାଟା, ବ୍ୟାଙ୍କିଙ୍ଗ ପେମେଣ୍ଟ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଲୋକେ ଫୋନରେ ହିଁ…

ରେକର୍ଡ ଭାଙ୍ଗିଲା ୟୁପିଆଇ ପେମେଣ୍ଟ, ମାତ୍ର ଗୋଟିଏ ମାସରେ ୧୪ ବିଲିୟନରୁ ଅଧିକ ହେଲା ଟ୍ରାଞ୍ଜାକସନ

ନୂଆଦିଲ୍ଲୀ: ୟୁପିଆଇ ଡିଜିଟାଲ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଥିପାଇଁ ପେମେଣ୍ଟ କରିବା ସହଜ ହୋଇଯାଇଛି । ୟୁପିଆଇରେ ପେମେଣ୍ଟ ସହଜ ହେବାରୁ ଏହା ଲୋକମାନଙ୍କ ମନ ପସନ୍ଦ ମାଧ୍ୟମ ଅଟେ ।…

୨୬ ବର୍ଷୀୟ ଯୁବକଙ୍କ କମାଲ, Youtube ରେ ସବୁଠାରୁ ଅଧିକ ଫଲୋୟର୍ସ, ଟି-ସିରିଜ୍‌କୁ ପଛରେ ପକାଇଲେ

ନୂଆଦିଲ୍ଲୀ: Youtube ରେ ସବୁଠାରୁ ଅଧିକ ଫଲୋୟର୍ସ/ସବସ୍କ୍ରାଇବର ମାମଲାରେ ଜଣେ ୨୬ ବର୍ଷୀୟ ଯୁବକ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ଭାରତୀୟ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍‌କୁ ପଛରେ ପକାଇ ଦେଇଛନ୍ତି । ଏହି ଅବସରରେ…

ଗୌତମ ଆଦାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ମୁକେଶ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇଲେ

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ଭାରତୀୟ ହୋଇପାରିଛନ୍ତି । ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ସୂଚକାଙ୍କରୁ ଏହା ଜଣାପଡ଼ିଛି।…