Browsing Category
ବାଣିଜ୍ୟ
ସୁନା-ରୂପା ଗହଣା ରାପ୍ତାନୀର ନୂଆ ନିୟମ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସରକାର ଗହଣାର ରପ୍ତାନୀରେ ସୁନା, ରୂପା ଏବଂ ପ୍ଲାଟିନମ ସାମଗ୍ରୀ ପାଇଁ ଅନୁମତି ପ୍ରାପ୍ତ କ୍ଷତି ଅର୍ଥାତ ୱେଷ୍ଟେଜ ମାତ୍ରାର ନୂଆ ମାନଦଣ୍ଡ ଉପରେ ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ।…
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ
ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ…
୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କଲା RBI: ଲଞ୍ଚ ହେଲା ‘PRAVAAH’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଫିନଟେକ ରିପୋଜିଟୋରୀ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ‘ପ୍ରଭା’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଗୋଟିଏ ଫିନଟେକ ରିପୋଜିଟୋରୀ ଲଞ୍ଚ…
ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ କେତେ ଅଛି ରେଟ୍
ଭୁବନେଶ୍ଵର : ଭୁବନେଶ୍ୱରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ…
Adani Group କରିବ ୟୁପିଆଇ-ଡିଜିଟାଲ ପେମେଣ୍ଟ ଏବଂ କ୍ରେଡିଟ କାର୍ଡ ବିଜନେସରେ ଏଣ୍ଟ୍ରି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଦେଶର ବଡ଼ ଶିଳ୍ପ ଗୋଷ୍ଠୀ ଅଦାନୀ ଗ୍ରୁପ ୟୁପିଆଇ, ଡିଜିଟାଲ ପେମେଣ୍ଟ, କ୍ରେଡିଟକାର୍ଡ ସମେତ ଅନ୍ୟ ଇ-କମର୍ସ ଏବଂ ପେମେଣ୍ଟ ବିଜନେସରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ଦୁନିଆରେ ଅଧିକ ଜନସଂଖ୍ୟା…
Xiaomi 14 Civi ର ଆସିଲା ଲଞ୍ଚ ଡେଟ, ଦମଦାର ଫିଚର୍ସ ସହ ଆସନ୍ତା ମାସରେ ମାରିବ ଏଣ୍ଟ୍ରୀ
ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇସାରିଛି । ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ । କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଏହାର ଲଞ୍ଚ ଡେଟ…
୧ ଜୁନରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଯାହାକି ଆପଣଙ୍କ ପକେଟରେ ପକାଇବ ପ୍ରଭାବ
ନୂଆଦିଲ୍ଲୀ: ୧ ଜୁନରୁ ୫ ଟି ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ । କହିରଖୁଛୁ ଯେ ନୂଆ ମାସ ସହିତ କିଛି ଆର୍ଥିକ ପରିବର୍ତ୍ତନ ମଧ୍ୟ ହେବ । ଏଲପିଜି ସିଲିଣ୍ଡର ମୂଲ୍ୟ…
Infosys ରେ ହେବନି ଛଟେଇ, ସିଇଓ ସଲିଲ ପାରେଖ ଦେଲେ ଖୁସିଖବର
ନୂଆଦିଲ୍ଲୀ: ସାରା ଦୁନିଆରେ ବଡ଼ ବଡ଼ କମ୍ପାନୀରେ ଛଟେଇ ଚାଲିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ଆଇଟି ସେକ୍ଟରରେ ଛଟେଇର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଖରାପ…
UPIରେ ଗୋଟିଏ ଦିନରେ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ ? ଜାଣନ୍ତୁ ଏହାର ଲିମିଟ୍
ନୂଆଦିଲ୍ଲୀ : ଡିଜିଟାଲ୍ ଯୁଗରେ ପ୍ରତ୍ୟେକ ଇଣ୍ଟରନେଟ୍ ବ୍ୟବହାରକାରୀ UPI (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି । ଫୋନରେ UPI ଆପ୍ ସହିତ, ଟଙ୍କା ଟ୍ରାନ୍ସଫର କରିବାର ଏହି କାର୍ଯ୍ୟ…
SBI କାର୍ଡ ୟୁଜର୍ସଙ୍କୁ ଝଟକା, ଜୁନ୍ ୧ ରୁ ପେମେଣ୍ଟରେ ମିଳିବନି ରିୱାର୍ଡ
ନୂଆଦିଲ୍ଲୀ: ଏସବିଆଇରୁ ନିକଟରେ ଏକ ନୂଆ ଅପଡେଟ ଆସିଛି । ଆମେ ଆପଣଙ୍କୁ କହିବୁ ଯେ ଏସବିଆଇ କାର୍ଡ ନିକଟରେ ସୂଚିତ କରିଛି ଯେ ଏହାର କିଛି କ୍ରେଡିଟ୍ କାର୍ଡ ସରକାରୀ ସମ୍ବନ୍ଧୀୟ କାରବାର ଉପରେ ରିୱାର୍ଡ ପଏଣ୍ଟ ଦେବ…