Browsing Category

ବାଣିଜ୍ୟ

Amazon ର ୫କୋଟି ସେୟାର ବିକ୍ରି କରିବେ ଜେଫ ବେଜୋସ, ସମୁଦାୟ ଷ୍ଟକର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆମାଜନର ସଂସ୍ଥାପକ ଜେଫ ବେଜୋସ ନିଜ କମ୍ପାନୀ ଆମାଜନର ବଡ ସେୟାର ବିକ୍ରି କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବେଜୋସ ଆଗାମୀ ୫୦ ମିଲିୟନ କମ୍ପାନୀ ସେୟାର ବିକ୍ରି କରିବାର ଯୋଜନା କରୁଛନ୍ତି…

Paytm ସଂକଟକୁ ନେଇ ସାମ୍ନାକୁ ଆସିଲା ନିର୍ମଳା ସୀତାରମଣଙ୍କର ବିବୃତ୍ତି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିର୍ମଳା ସୀତାରମଣଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ସରକାର ଫିନଟେକକୁ ନେଇ ଉତ୍ସୁକ ଏବଂ…

ଅଯୋଧ୍ୟା ରାମ ମନ୍ଦିରରେ ହେଉଛି ଧନ ବର୍ଷା, ଦାନ ଟଙ୍କାକୁ ଗଣି ଗଣି ଥକି ଯାଉଛନ୍ତି ବ୍ୟାଙ୍କର ୧୪ ଜଣ ଷ୍ଟାଫ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଲଗାତାର ଧନବର୍ଷା ହେବାରେ ଲାଗିଛି । ରାମଲଲାଙ୍କ ଦର୍ଶନ କରୁଥିବା ଭକ୍ତ ହୃଦୟ ଖୋଲି ଦାନ କରୁଛନ୍ତି । ରାମଭକ୍ତ ଯେଉଁ ସଂଖ୍ୟାରେ ଦାନବାକ୍ସରେ…

Paytm ପେମେଣ୍ଟ ବ୍ୟାଙ୍କର ବାତିଲ ହେବ ଲାଇସେନ୍ସ! ଆକ୍ସନ୍ ମୋଡ୍ ରେ RBI, ଗ୍ରାହକଙ୍କ ଉପରେ ମଧ୍ୟ ପ୍ରଭାବ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କର ଅପରେଟିଂ ଲାଇସେନ୍ସ ବାତିଲ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଚାର କରୁଛି । ଜମାକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପରେ ନିଷ୍ପତ୍ତି ନିଆଯାଇପାରେ ।…

India’s UPI goes global: ଫ୍ରାନ୍ସରେ ଲଞ୍ଚ ହେଲା UPI, ଏବେ ଭାରତୀୟ ପର୍ଯ୍ୟଟକଙ୍କୁ ସହଜ ହେବ ପେମେଣ୍ଟ କରିବା

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବାଣିଜ୍ୟିକ ସହଯୋଗ ଅଧିକ ଶକ୍ତିଶାଳୀ ହୋଇଛି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ପାଉଛି। ଭାରତର ଡିଜିଟାଲ…

ଏଣିକି ଅନଲାଇନରେ ମିଳିବ ଶସ୍ତା ‘ଭାରତ ଚାଉଳ’ , ମହଙ୍ଗା ମାଡ଼ରୁ ବର୍ତ୍ତିବା ପାଇଁ ଏହା ହେଉଛି ନୂଆ ସରକାରୀ ଯୋଜନା

ନୂଆଦିଲ୍ଲୀ: ଦେଶରେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ପ୍ରଦାନ କରିବାକୁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ' ବର୍ତ୍ତମାନ…

ଫେବ୍ରୁଆରି ୨୯ ପରେ ବି Paytm app ପୂର୍ବ ପରି ଚାଲିବ: Paytm CEO ବିଜୟ ଶେଖର ଶର୍ମା

ମୁମ୍ବାଇ: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। ତେବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପ୍ୟାରେଣ୍ଟ୍…

(Video) ରସୁଣ ପରେ ପରେ ଏବେ ଅଦା ବି ଦେଲାଣି ଟେନସନ୍; ଚିକେନ୍ କିଲୋ ଯେତିକି ନୁହେଁ, ଅଦା…

ଭୁବନେଶ୍ୱର: ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି। ଚିକେନ୍ କିଲୋ…

ଆରବିଆଇର ପ୍ରତିବନ୍ଧ ପରେ ଆପଣ ବ୍ୟବହାର କରିପାରିବେ ତ Paytm ଆପ୍ ? ଜାଣିନିଅନ୍ତୁ କେଉଁ ସେବା ମିଳିବ ଓ କେଉଁ ସେବା ମିଳିବନି

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ୟୁଜର୍ସ ବେଶ୍ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ବହୁ ଲୋକ ଏବେ ଭାବୁଛନ୍ତି କି ଖୁବ୍ ଶୀଘ୍ର ପେଟିଏମ୍ ସେବା ବନ୍ଦ ହୋଇଯିବ । କିନ୍ତୁ…

ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଆଇଜିସିଏମଆଇଏଲ୍ ସହ ଇଣ୍ଡିଆନ୍ ଅଏଲ୍‌ର ପ୍ରଥମ କାରବାର; ଭାରତକୁ ବିଦେଶୀ ପୁଞ୍ଜି ଆଣିବା ରହିଛି ଲକ୍ଷ୍ୟ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍, ଆଇଓସି ଗ୍ଲୋବାଲ୍ କ୍ୟାପିଟାଲ ମ୍ୟାନେଜମେଣ୍ଟ ଆଇଏଫ୍ଏସ୍ସି ଲିମିଟେଡ୍ (ଆଇଜିସିଏମଆଇଏଲ୍)ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ଆଜି ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଏହାର…