Browsing Category

ବାଣିଜ୍ୟ

ସେପ୍ଟେମ୍ବର ୩୦ରେ LIC ବନ୍ଦ କରିଦେବ ଏକ ଖାସ୍ ପଲିସୀ: ଗ୍ରାହକଙ୍କୁ ଆଉ ମିଳିବନି ୬ଟି ବଡ଼ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣମାନେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ନିବେଶ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ୩୦ ତାରିଖରେ ଏଲଆଇସି ବନ୍ଦ କରିବାକୁ ଯାଉଛି ଏକ ଖାସ୍ ପଲିସୀ । ଏହି…

ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ୍? ୫ ଦିନ ଭିତରେ ସାରି ଦିଅନ୍ତୁ ଏହି କାମ…

ନୂଆଦିଲ୍ଲୀ: ଚାହୁଁ ଚାହୁଁ ସେପ୍ଟେମ୍ବର ମାସ ସରି ଆସିଲାଣି । ଆଉ ମାତ୍ର କେଇଟା ଦିନ ଭିତରେ ପହଞ୍ଚିଯିବ ସେପ୍ଟେମ୍ବର ୩୦ ତାରିଖ । ଆଉ ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ । ଏହି…

ସେଭିଂ ଆକାଉଣ୍ଟ ବନ୍ଦ ପାଇଁ ଦେବାକୁ ପଡିବ କ୍ଲୋଜି ଫି, ଜାଣନ୍ତୁ SBI-HDFC-ICICIର ଚାର୍ଜ କେତେ ?

ନୂଆଦିଲ୍ଲୀ: ଯଦି ଆପଣଙ୍କର ଅଲଗା ଅଲଗା ବ୍ୟାଙ୍କରେ ସଞ୍ଚୟ ଖାତା ଅଛି ଏବଂ ଆପଣ ସେଗୁଡିକ ମଧ୍ୟରୁ ଗୋଟିଏ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବେଳେବେଳେ ଏକରୁ ଅଧିକ ବ୍ୟାଙ୍କ…

ମହଙ୍ଗା ମାଡ଼ ନେଇ ଖାଉଟି ଅତିଷ୍ଠ: ୨୦୦ ଛୁଇଁଲା ଡାଲି ଦର

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିମାନେ ଅତିଷ୍ଠ ହୋଇପଡ଼ିଲେଣି । ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହା…

ବ୍ୟାଙ୍କରେ କାମ ଥିଲେ ଯଥାଶୀଘ୍ର ସାରି ଦିଅନ୍ତୁ: ଅକ୍ଟୋବରରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପରେ ବର୍ଷର ଦଶମ ମାସ ବା ଅକ୍ଟୋବର ମାସ ଆରମ୍ଭ ହୋଇଯିବ । ଲୋକଙ୍କ ପାଇଁ ନୂଆ ରୂପ ଏବଂ ନୂଆ ପର୍ବପର୍ବାଣୀ ସାଙ୍ଗରେ ନେଇ…

ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରୁଛି ସ୍ୱିଗି, X ରେ ପୋଷ୍ଟ କରି ଅଭିଯୋଗ ଆଣିଲେ ଗ୍ରାହକ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାକୁ ଆସିଛି ସ୍ୱିଗି । ତେବେ ସ୍ୱିଗକୁ ନେଇ ଏହି ଚର୍ଚ୍ଚା କୌଣସି ଅଫର କିମ୍ବା ଡିସକାଉଣ୍ଟ ପାଇଁ ନୁହେଁ ବରଂ ଗ୍ରାହକଙ୍କ ଠାରୁ ଅଧିକ ପଇସା ଆଦାୟ କରିବା ଅଭିଯୋଗରେ । ପ୍ରକୃତ ଘଟଣା ହେଉଛି କିଛି…

ଆରମ୍ଭ ହେବାକୁ ଯାଉଛି Amazonର ବଡ଼ ସେଲ, ଅଧାରୁ କମ ଦାମରେ ମିଳିବ ଟିଭି, ମୋବାଇଲ ଏବଂ ଫ୍ୟାଶନ ଆଇଟମ୍

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି, ଏବଂ ଏହାକୁ ପାଳନ କରିବା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ରୋମାଞ୍ଚକର ବିକ୍ରୟ ଆରମ୍ଭ ହୋଇଛି। ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ବିକ୍ରୟ ପରେ ବର୍ତ୍ତମାନ ଆମାଜନର ଗ୍ରେଟ୍…

ଦେଶକୁ ମିଳିଲା ୯ଟି ବନ୍ଦେ ଭାରତ ଟ୍ରେନ: PM ମୋଦୀ କହିଲେ- ଆମ ସରକାର ନଅ ବର୍ଷରେ ଆଠ ଗୁଣ କରିଛନ୍ତି ଦେଶର ରେଳ ବଜେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ଟି ରାଜ୍ୟରେ ୯ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ବନ୍ଦେ ଭାରତ ଟ୍ରେନ ଜରିଆରେ ରାଜ୍ୟମାନଙ୍କରେ ଯାତ୍ରା ପାଇଁ…

ଭାରତରେ ଚାଲିବ ପ୍ରଥମ ହାଇଡ୍ରୋଜେନ ବସ, ଡିଜେଲ ପେଟ୍ରୋଲର ମଧ୍ୟ ନାହିଁ ଆବଶ୍ୟକତା!

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ୨୫ ସେପ୍ଟେମ୍ବର ଦିନ ଦିଲ୍ଲୀରେ ଡ୍ୟୁଟିରେ ଥିବା ଦେଶର ପ୍ରଥମ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ…

୨୦୨୪ ସୁଦ୍ଧା ଆସିବ ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ! ଦେଶରେ ସୃଷ୍ଟି ହେବ ୨୦ ହଜାର ନିଯୁକ୍ତି

ନୂଆଦିଲ୍ଲୀ: ମେଡ ଇନ ଇଣ୍ଡିଆ ଆଇଫୋନ ଠାରୁ ଆରମ୍ଭ କରି ମେଡ ଇନ ଇଣ୍ଡିଆ ଲାପଟପ ପର୍ଯ୍ୟନ୍ତ, ଆଗାମୀ ଦିନରେ ଭାରତ ସମସ୍ତ ଇଲୋକ୍ଟ୍ରୋନିକ୍ସ ପ୍ରଡକ୍ଟସ କ୍ଷେତ୍ରରେ ବିକାଶ ଲାଭ କରିବାକୁ ଯାଉଛନ୍ତି । ସେମିକଣ୍ଡକ୍ଟର…