Browsing Category

ବାଣିଜ୍ୟ

ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର, ଟନ୍ ପିଛା ୧୨୦୦ ଡଲାର ମୂଲ୍ୟରେ ହୋଇପାରିବ ରପ୍ତାନୀ

ନୂଆଦିଲ୍ଲୀ: ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତି ଦ୍ୱାରା ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ…

ଏଲଆଇସି ଆଣିଛି ନୂଆ ଜୀବନ ଶାନ୍ତି ପଲିସି, ଏହି ବୟସ ମଧ୍ୟରେ କୌଣସି ବି ବ୍ୟକ୍ତି ପାଇପାରିବେ ମାସିକ ୧୧୦୦୦ ଟଙ୍କା ପେନସନ

ନୂଆଦିଲ୍ଲୀ: ଏଲଆଇସିର ଜୀବନ ଶାନ୍ତି ପଲିସିରେ ନିବେଶ କରି ଆପଣ ପ୍ରତି ମାସରେ ଘରେ ବସି ପାଇପାରିବେ ୧୧୦୦୦ ଟଙ୍କା ପେନସନ୍ । ଏହି ପଲିସିରେ ନିବେଶ କରି ଆପଣ ଅବସର ପରେ ପେନସନର ଲାଭ ଉଠାଇ ପାରିବେ । ଏହା ଏଲଆଇସିର ଏକ…

ଚାକିରୀରେ ଆପଣଙ୍କ ସ୍ଥାନ ନେବ ନାହିଁ ବରଂ କାର୍ଯ୍ୟର ଗୁଣବତ୍ତାରେ ପରିବର୍ତ୍ତନ ଆଣିବ ଏଆଇ, ଆଶ୍ୱସ୍ତି ବାଣୀ ଶୁଣାଇଲା ଜାତିସଂଘ ଅଧ୍ୟୟନ…

ନୂଆଦିଲ୍ଲୀ: ଗତ ନଭେମ୍ବର ୨୦୨୨ରେ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ସମଗ୍ର ବିଶ୍ୱକୁ ଚାଟଜିପିଟି ସହ ପରିଚିତ କରାଇଥିଲା ଓ ଦେଶରେ ଆରମ୍ଭ ହୋଇଯାଇଥିଲା ଏଆଇ ବିପ୍ଳବ । ଧୀରେ ଧୀରେ ବିଶ୍ୱର ବହୁ କମ୍ପାନୀ ନିଜର ଏଆଇ…

Today’s gold rate : ସୁନା ଦରରେ ହୋଇଛି ପରିବର୍ତ୍ତନ, ଦାମ ଜାଣି ଖୁସି ହୋଇଯିବେ ଗ୍ରାହକ

ଭୁବନେଶ୍ୱର : ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜେଇ ହେବାକୁ ଅଧିକ ଭଲ ପାଆନ୍ତି । ତା’ଛଡ଼ା ସ୍ତ୍ରୀ ମାନେ ସୁନା ପିନ୍ଧିଲେ ଅଧିକ ସୁନ୍ଦର ବି ଦେଖାଯାଆନ୍ତି । ସ୍ତ୍ରୀ ଲୋକଙ୍କୁ କିଛି ଦରକାର ଥାଉ କି ନଥାଉ,…

ପାର୍ବଣ ଋତୁ ପୂର୍ବରୁ ପୁଣି ମହଙ୍ଗା ମାଡ଼: ୨ ଟଙ୍କା ବଢ଼ିଗଲା କ୍ଷୀରର ମୂଲ୍ୟ

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ସାଧାରଣ ଲୋକଙ୍କୁ ପୁଣି ଲାଗିଛି ମହଙ୍ଗା ମାଡ଼ । ମୁମ୍ବାଇରେ ମଇଁଷି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୧ ରୁ ମଇଁଷି କ୍ଷୀରର ମୂଲ୍ୟ…

SBI ଲଞ୍ଚ କଲା ନୂଆ ସ୍କିମ: ଏଣିକି ପାସବୁକ ଦରକାର ନାହିଁ, ଆଧାର କାର୍ଡରେ ଗ୍ରାହକଙ୍କୁ ମିଳିବ ସବୁ ସୁବିଧା

ନୂଆଦିଲ୍ଳୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ତା’ର କୋଟି କୋଟି ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏସବିଆଇ ନିକଟରେ ଏକ ନୂଆ ସ୍କିମ ଲଞ୍ଚ କରିଛି । ଏହି ସ୍କିମ…

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର ! ଏବେ ନୂଆ ମେମ୍ବର ବି ପଢ଼ିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ମେଟାର ମେସେଜିଂ ଆପ୍ଲିକେସନ୍ ହ୍ୱାଟ୍ସଆପ୍ ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଆପ୍ ମଧ୍ୟରୁ ଗୋଟିଏ । ମେଟା ବ୍ୟବହାରକାରୀଙ୍କ ପାଇଁ ଏହା ପ୍ରତିଦିନ ନୂଆ ଫିଚର ଏବଂ ଅପଡେଟଗୁଡିକ ଆଣିଥାଏ । ବର୍ତ୍ତମାନ…

ଦରଦାମ୍ ନିୟନ୍ତ୍ରଣ କରିବା ସରକାରଙ୍କ ପ୍ରାଥମିକତା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଦରଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପ୍ରକାର ପଦକ୍ଷେପ ବିଷୟରେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।…

ଭାରତର ଆର୍ଥିକ ବଜାର ଉପରେ ନିବେଶକଙ୍କ ବଢୁଛି ବିଶ୍ୱାସ , ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ସ୍ୱିଗୀର ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ ଫଣ୍ଡିଂରେ ପରିଚାଳିତ ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗୀ  ସେୟାର ମାର୍କେଟରେ ନିଜକୁ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଜାରି ରଖିଛି । କମ୍ପାନୀ ଷ୍ଟକ ମାର୍କେଟରେ ପ୍ରବେଶ ଲାଗି ପ୍ରକ୍ରିୟା…

ଉଷୁନା ଚାଉଳ ରପ୍ତାନୀ ଉପରେ ୨୦% କର ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ଦିନ ତଳେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ସାମୟୀକ ପ୍ରତିବନ୍ଧକ ଲଗାଇଥିଲେ । ଶୁକ୍ରବାର ସରକାର…