Browsing Category
ବାଣିଜ୍ୟ
ଏହି ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ଫସଲ ଯୋଜନା, ୧୮ଟି ଫସଲରେ ହେବ ଅଧିକ ଲାଭ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଖରିଫ ୨୦୨୩ ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପୁନଃ ନିର୍ମାଣ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା (ଫାସଲ…
ଆପଣଙ୍କ ଝିଅକୁ ଦେଉଛି ୧୫ ଲକ୍ଷ ଟଙ୍କା: ପାଠପଢା ସହ ବିବାହରେ ଖର୍ଚ୍ଚ କରିପାରିବେ
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶର ମହିଳାମାନଙ୍କ ପାଇଁ ଏକ ବିଶେଷ ସୁବିଧା ଉପଲବ୍ଧ କରାଇଛନ୍ତି । ଏହି ସ୍କିମ ଅନୁଯାୟୀ ଝିଅମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ଏଭଳି ଏକ…
୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଡଲାର ଛୁଇଁବ ଭାରତର ଡିଜିଟାଲ ଅର୍ଥନୀତି: ଦେଶର ଅଧା ଲୋକ କରିବେ ଅନଲାଇନରେ ସପିଂ
ନୂଆଦିଲ୍ଲୀ: ଦେଶରେ ୨୦୨୩ ସୁଦ୍ଧା ଡିଜିଟାଲ ଅର୍ଥନୀତି ୫ ଗୁଣା ବଢିବ । ଗୁଗୁଲ୍, ଟେମାସେକ୍ ଏବଂ ବେନ୍ ଆଣ୍ଡ କମ୍ପାନୀ ପକ୍ଷରୁ କରାଯାଇଥିବା ମିଳିତ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହା ୧ ଲକ୍ଷ କୋଟି ଡଲାର ଛୁଇଁବ ।…
ଫୋନ ପେ ଲଞ୍ଚ କଲା ‘ଆକାଉଣ୍ଟ ଏଗ୍ରିଗେଟର ସର୍ଭିସ’, ଜାଣନ୍ତୁ ଏହି ସେବା କ’ଣ ଏବଂ ଏହାର ଫାଇଦା
ନୂଆଦିଲ୍ଲୀ: ଫିନଟେକର ଦିଗ୍ଗଜ କମ୍ପାନୀ ଫୋନ ପେ ମଙ୍ଗଳବାର ଦିନ ନିଜ ଖାତା ଏଗ୍ରିଗ୍ରେଟର ଆରମ୍ଭ କରିଛନ୍ତି । ଫୋନ ପେ ସହ-ସମ୍ପାଦକ ଏବଂ ସୀଟୀଓ ରାହୁଲ ଚାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଏଗ୍ରୀଗେଟର ସେବା ଡିଜିଟାଲ…
ATM ବସାଇ ଲକ୍ଷ ଲକ୍ଷ ଟଙ୍କା କରନ୍ତୁ ରୋଜଗାର, ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ଘରେ ଏଟିଏମ ବସାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆପଣ ନିଜ ଘରେ ଏଟିଏମ ବସାଇ ବ୍ୟାଙ୍କ ସହିତ ବ୍ୟବସାୟ ଆରମ୍ଭ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ…
FSSAI ଲାଗୁ କରିବ ନୂଆ ନିୟମ! ଏଣିକି ସ୍ୟାଣ୍ଡୱିଚ, ବର୍ଗର, ପେଟିସ ପରି ଜଙ୍କ ଫୁଡ ଉପରେ ଲେଖିବାକୁ ପଡ଼ିବ ତିଆରି ତାରିଖ
ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ଜଙ୍କ ଫୁଡକୁ ବେଶି ପ୍ରସନ୍ଦ କରୁଥିବା ଦେଖାଯାଉଛି । ତେବେ ଜଙ୍କ ଫୁଡ ଆମର ଶରୀରକୁ ବହୁତ କ୍ଷତି ପହଞ୍ଚାଇବା ସହିତ ମଣିଷ ବିଭିନ୍ନ ପ୍ରକାରର ରୋଗରେ ପଡ଼ୁଥିବା ଦେଖାଯାଉଛି ।…
ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ସୋମବାର ସୁନା ମୂଲ୍ୟରେ ବଡ଼ ହ୍ରାସ
ନୁଆଦିଲ୍ଲୀ: ସୁନା ରୁପା କିଣିବାକୁ ଯାଉଥିବା ଲୋକମାନଙ୍କ ପାଇଁ ଭଲ ଖବର। ସୋମବାର ଅର୍ଥାତ୍ ଜୁନ୍ ୫ ତାରିଖରେ ସୁନା ଦାମ୍ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏଭଳି ସମୟରେ ସୁନା କିଣିବା ପାଇଁ ଏକ ସୁଯୋଗ ରହିଛି ।…
ସଙ୍କଟରେ ବାଇଜୁସ୍: ଆଜି ୧.୨ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ ପାଇଁ ଶେଷ ଦିନ
ନୁଆଦିଲ୍ଲୀ: ଏଡୁଟେକ୍ କମ୍ପାନୀ ବାଇଜୁସ୍ ପାଇଁ ଆଜି ଗୁରୁତ୍ୱପୁର୍ଣ୍ଣ ଦିନ । ଦେଶର ଅନେକ ବଡ଼ ଷ୍ଟାର୍ଟ ଅପ ମଧ୍ୟରୁ ବାଇଜୁସ୍ ଅନ୍ୟତମ । କମ୍ପାନୀ ଏବେ ଏକ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରିପାରେ । ଏହି ଖବର ବିଷୟରେ…
୩୨ ଲକ୍ଷ କୋଟି ଟଙ୍କା ନିବେଶ କଲେ ୧ କୋଟି ଯୁବକଙ୍କୁ ମିଳିବ ରୋଜଗାର: ଯୋଗୀ ଆଦିତ୍ୟନାଥ
ନୋଏଡା: ଗାଲଗୋଟିୟସ୍ ବିଶ୍ୱବିଦ୍ୟାଳୟର କୁଳପତି ସୁନୀଲ ଗାଲଗୋଟିଆ ଏବଂ ସିଇଓ ଧ୍ରୁଭ ଗାଲଗୋଟିଆ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ଶିଳ୍ପ ନିବେଶକମାନଙ୍କ ସମୟରେ ଶିକ୍ଷା କ୍ଷେତ୍ର…
ଆଉ ପଡ଼ିବନି ଚାର୍ଜର ଆବଶ୍ୟକ: ଆପଣଙ୍କ ଶରୀରରୁ ହିଁ ଚାର୍ଜ ହେବ ଗ୍ୟାଜେଟ୍
ବେଲାଋଷର ମିନସ୍କରେ ରହୁଥିବା ୧୯ ବର୍ଷ ବୟସ୍କ ଆବିଷ୍କାରକ ମାଇକେଲ ଭାଗା ଏକ ଗ୍ୟାଜେଟ୍ ଉଦ୍ଭାବନ କରିଛନ୍ତି, ଯାହା ବର୍ତ୍ତମାନ ମାନବ ଶରୀରର ଶକ୍ତି ବ୍ୟବହାର କରି ସ୍ମାର୍ଟଫୋନ୍ ଚାର୍ଜ କରିପାରିବ । ଏହି ହ୍ୟାଣ୍ଡେର୍ଜି…