Browsing Category

ବାଣିଜ୍ୟ

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼: ଡାଲି, ଚାଉଳ, ଗହମ ଓ କ୍ଷୀର ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ: ଏପ୍ରିଲରେ ହୋଲସେଲ ଏବଂ ଖାଦ୍ୟର ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ କିଛି ସାମଗ୍ରୀର ଦାମରେ ଲଗାମ୍ ଲାଗୁନାହିଁ । ଏଥିରେ ଡାଲି, ଚାଉଳ, ଗହମ ଏବଂ କ୍ଷୀର ସାମିଲ ହୋଇ ରହିଛି । ଏଗୁଡିକର…

ବଦଳିଗଲା ଭାରତୀୟ ମୁଦ୍ରା! ୮୧ କୋଟି ଟଙ୍କିଆ ନୋଟ ତିଆରି କଲେ ଅଶନୀର ଗ୍ରୋଭର, ନାହିଁ ଗାନ୍ଧୀଙ୍କ ଫଟୋ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ ଭାରତରେ ଏବେ ନୂଆ ଟଭ୍କା ପ୍ରଚଳିତ ହେଉଛି । ଏଥିରେ ୧୦୦, ୨୦୦, ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ ମାର୍କେଟରେ ଉପଲବ୍ଧ ରହିଛି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ନୋଟ ସାମନାକୁ…

ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ଇଣ୍ଡିଗୋ ବିମାନ: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡିଶା ପାଇଁ ଆଜି ଆଉ ଏକ ଇତିହାସ ଲେଖାଯାଇଛି । ରାଜଧାନୀ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଉଡାଣ ଭରିଛି । ଏହି ବିମାନର ପ୍ରଥମ ଯାତ୍ରାରେ କ୍ରୁ ମେମ୍ବରଙ୍କ ସହ ମୋଟ ୧୭୦ ଜଣଙ୍କୁ ନେଇ…

ଆସନ୍ତାକାଲି ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୋଦୀ, ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ ?

ନୂଆଦିଲ୍ଲୀ: ମେ ୧୬ ତାରିଖ ଅର୍ଥାତ ଆସନ୍ତାକାଲି ରୋଜଗାର ମେଳା ଅଧୀନରେ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଆଜି ଏନେଇ ସୂଚନା…

କେନ୍ଦ୍ର ସରକାରଙ୍କ Gold ପଲିସି, ୫ ବର୍ଷରେ ମାଲାମାଲ ହେଲେ ନିବେଶକ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ 'ଶସ୍ତା ସୁନା' ଅର୍ଥାତ୍ ସୂବର୍ଣ୍ଣ ଗୋଲ୍ଡ ବଣ୍ଡ ଯୋଜନାରେ ଯେଉଁମାନେ ବିନିଯୋଗ କରିଛନ୍ତି ସେମାନଙ୍କ ଟଙ୍କା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ୨୦୧୭-୧୮ ବର୍ଷରେ ପ୍ରକାଶିତ…

(Video) ପିଜୁଳି ଚାଷରୁ ଲକ୍ଷପତି, ଏକ ବର୍ଷରେ ରୋଜଗାର କଲେ ୨୧ ଲକ୍ଷ

କଟକ: ପିଜୁଳି ଚାଷ ଜଣେ ବ୍ୟକ୍ତିଙ୍କୁ ଲକ୍ଷପତି କରିଦେଇଛି। କଥାଟି ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ପୂରା ସତ ଘଟଣା। ପିଜୁଳି ଗଛର ଉଚ୍ଚତା ହେବ ୪ ଫୁଟ। ମାତ୍ର ପିଜୁଳି ସାଇଜ ୭୦୦ ଗ୍ରାମ ରୁ ଏକ କେଜି…

Ration Cardଧାରୀଙ୍କ ପାଇଁ ଖୁସି ଖବର: ସରକାର ଏହି ମାସରେ ଦୁଇଥର ବାଣ୍ଟିବେ ରାସନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ । ସରକାର ଏହି ମାସରେ ଅର୍ଥାତ ମେ ମାସରେ ଦୁଇମାସ ପାଇଁ ରାସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଶସ୍ତା ଗଳି…

ଖୁସି ଖବର! ମାଗଣାରେ Mobile Recharge କରିବେ ମୋଦୀ ସରକାର; ଭାରତୀୟଙ୍କୁ ମିଳିବ ଏହି ପ୍ଲାନର ଭାଲିଡିଟି

ନୂଆଦିଲ୍ଲୀ: ମୋବାଇଲ ଫୋନର ବ୍ୟବହାର ଏବେ ସାଧାରଣ ହୋଇ ଯାଇଛି । କିନ୍ତୁ ଅନ୍ୟ ପକ୍ଷରେ ଏହାର ରିଚାର୍ଜ ପ୍ଲାନ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ମାସିକ ରିଚାର୍ଜ ପାଇଁ ଏବେ ୨୦୦-୩୦୦ ଟଙ୍କା ଖର୍ଚ୍ଚ କରିବାକୁ…

ଖୁସି ଖବର! ଆଗାମୀ ୧୦୦ ଦିନରେ ୩୫ ହଜାର କୋଟି ବାଣ୍ଟିବେ ସରକାର; ଏହିମାନେ ପାଇବେ ଫାଇଦା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଅନେକ ସମୟରେ କିଛିଟା ବଡ ନିଷ୍ପତ୍ତି ନିଆଯାଇଥାଏ । ବର୍ତ୍ତମାନ ବ୍ୟାଙ୍କରେ କୋଟି କୋଟି ଟଙ୍କା ରହିଛି, ଯାହାର ମାଲିକ କେହି ନାହାନ୍ତି । ତେଣୁ…

ମୋଦୀ ସରକାର ଆଣିଲେ ନୂଆ ଟେକ୍ନୋଲୋଜି: ହଜି ଯାଇଥିବା ମୋବାଇଲକୁ ଟ୍ରାକ୍ କରିବା ସହ କରିପାରିବେ ବ୍ଲକ୍

ନୂଆଦିଲ୍ଲୀ: ସରକାର ଏହି ସପ୍ତାହରେ ଏକ ଟ୍ରାକିଂ ସିଷ୍ଟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସିଷ୍ଟମ ମାଧ୍ୟମରେ ଦେଶର ଲୋକମାନେ ସେମାନଙ୍କର ନିଖୋଜ କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନକୁ 'ବ୍ଲକ୍' କିମ୍ବା ଟ୍ରାକ୍…