Browsing Category

ବାଣିଜ୍ୟ

ଖୁସି ଖବର; ରାସନ କାର୍ଡ ଥିଲେ ଆକାଉଣ୍ଟକୁ ସରକାର ପଠାଇବେ ଟଙ୍କା: ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ନୂଆ ଆର୍ଥିକ ବର୍ଷରେ ଏଣିକି ସରକାରଙ୍କ ତରଫରୁ କାର୍ଡ ଧାରକମାନଙ୍କୁ ଆଉ ଏକ ସୁବିଧା ଯୋଗାଇ ଦିଆଯିବ । ଅନ୍ତୋଦୟ ରାସନ କାର୍ଡ ଥିବା ଉପଭୋକ୍ତାଙ୍କ…

ଆପଣ ମଧ୍ୟ ଏଲନ ମସ୍କଙ୍କ ପରି କରିପାରିବେ ରୋଜଗାର, ଜାଣନ୍ତୁ କିପରି କମାଇବେ ମାସିକ ୮୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦୁନିଆର ଦ୍ୱିତୀୟ ଧନୀ ବ୍ୟବସାୟୀ ଏବଂ ଟ୍ୱିଟରର ମୁଖ୍ୟ ଏଲନମସ୍କ ଖୁଲାସା କରିଥିଲେ ଯେ, ସେ ୨୪,୭୦୦ ଗ୍ରାହକଙ୍କ ଠାରୁ ମାସିକ ପାଖାପାଖି ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଟେକ୍ ର ଜଣେ ଦିଗଜ ସ୍କ୍ରିନ…

Tulip Wind Turbine : କେବଳ ଏହି ଉପକରଣକୁ ଘରର ଛାତ ଉପରେ ଲଗାନ୍ତୁ , ୧୫ ବର୍ଷ ଯାଏଁ ଆସିବନି ୧ ଟଙ୍କା ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଫ୍ୟାନ୍, କୁଲର୍ ଏସି ବ୍ୟବହାର ବ୍ୟବହାର ବହୁଳ ମାତ୍ରାରେ ହୁଏ । ଯେତେ ଅଧିକ ବିଦ୍ୟୁତ୍ ବ୍ୟବହାର, ସେତେ ଅଧିକ ବିଦ୍ୟୁତ୍ ବିଲ୍ । ବିଦ୍ୟୁତ୍ ବିଲ ଆଜିକାଲି ହଜାରରେ ନୁହେଁ ଲକ୍ଷ ୁପରେ…

ମୁକେଶ ଅମ୍ବାନୀଙ୍କ ଡାହାଣ ହାତ ହେଉଛନ୍ତି ମନୋଜ ମୋଦୀ, ମାଲିକଙ୍କ ଠାରୁ ପାଇଲେ ୧୫୦୦ କୋଟିର ‘ବୃନ୍ଦାବନ’

ମୁମ୍ବାଇ: ମୁକେଶ ଅମ୍ବାନୀ ହେଉଛନ୍ତି ଦେଶର ଜଣେ ଧନୀ ବ୍ୟକ୍ତି । ତାଙ୍କ ନିକଟରେ ଅନେକ କର୍ମଚାରୀ କାମ କରୁଥିଲେ ମଧ୍ୟ ମନୋଜ ମୋଦୀ ହେଉଛନ୍ତି ମୁକେଶ ଅମ୍ବାନୀଙ୍କ ବିଶ୍ୱସ୍ତ ବ୍ୟକ୍ତି । ନେପିୟନ ସି ରୋଡ୍ ଅଞ୍ଚଳରେ…

ଆଉ ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ଆରବିଆଇ: ଜାଣନ୍ତୁ କ’ଣ ହେବ ଆପଣଙ୍କ ଟଙ୍କା ?

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ବ୍ୟାଙ୍କିଂ ନିୟମ ପାଳନ ନକରିବାରୁ ଅନେକ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାର୍ଚ୍ଚ ୩୧ ରେ ଶେଷ ହୋଇଥିବା ଆର୍ôଥକ ବର୍ଷରେ ଆରବିଆଇ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ୩ ଦିନ ପରେ ଆସିବ ଖୁସିଖବର: ଏତିକି ବଢ଼ିଯିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ସରକଙ୍କ ପକ୍ଷରୁ ମହଙ୍ଗା ଭତ୍ତା (ଡିଏ)ର ଘୋଷଣା ମାର୍ଚ୍ଚରେ କରାଯାଇଥିଲା । ମାର୍ଚ୍ଚ ୨୦୨୩ ରେ ସରକାର ଏହାର ଘୋଷଣା କରିଥିଲେ । ଛଅ ମାସ ପରେ ପରବର୍ତ୍ତୀ…

ବଡ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ଡବଲ ପେନସନ: ସରକାରଙ୍କ ତରଫରୁ ସୂଚନା

ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ବୃଦ୍ଧି ପାଇବାକୁ ଯାଉଛି କର୍ମଚାରୀଙ୍କ ପେନସନ ରାଶି । ଖୁବଶୀଘ୍ର ପେନସନ ସୀମା ବୃଦ୍ଧି କରିବାକୁ ଯାଉଛନ୍ତି ସରକାର । ଏହାପରେ…

କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇଲେ ପ୍ରଧାନମନ୍ତ୍ରୀ, ଏହିଠାରେ କଲେ ରୋଡ ଶୋ

ତିରୁବନନ୍ତପୁରମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତିରୁବନନ୍ତପୁରମ୍ ରେଳ ଷ୍ଟେସନରୁ କେରଳ ଅଭିମୁଖେ ଯାତ୍ରା କରୁଥିବା ପ୍ରଥମ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ରାଜ୍ୟର…

RBIର ବଡଆକ୍ସନ: ୪ ଟି ବ୍ୟାଙ୍କଙ୍କୁ ୪୪ଲକ୍ଷ ଟଙ୍କା ଜରିମାନା, ଜାଣନ୍ତୁ ଏଥିରେ ନାହିଁ ତ ଆପଣଙ୍କ ବ୍ୟାଙ୍କ?

ନୂଆଦିଲ୍ଲୀ:ଧାର୍ଯ୍ୟ ସମୟ ମଧ୍ୟରେ ଯୋଗ୍ୟ ରାଶି ଜମାକାରୀ ଶିକ୍ଷା ଏବଂ ସଚେତନତା ପାଣ୍ଠି (DEAF) କୁ ହସ୍ତାନ୍ତର କରାଯାଇନଥିବାରୁ ଏବଂ ଏଥିରେ ବିଳମ୍ବ ହେଇଥିବାରୁ ଆରବିଆଇ ଚାରିଟି ସମବାୟ ବ୍ୟାଙ୍କ ଉପରେ ଜରିମାନା…

Online games ପାଇଁ ସରକାର ଆଣିଲେ ନୂଆ ନିୟମ, ବନ୍ଦ ହେଇଯିବ ନିଜର ପ୍ରିୟ ଅନଲାଇନ ଗେମ! ନିୟମ ନ ମାନିଲେ ଆଉ ଚାଲିବନି…

ନୂଆଦିଲ୍ଲୀ:ଆଜିକାଲି ସବୁ ଛୁଆ ଅନଲାଇନ ଗେମିଙ୍ଗ ରେ ବହୁତ ସମୟ ଦେଉଛନ୍ତି । ଯାହାକୁ ଦେଖ ବାସ ସବୁ ବେଳେ ଏଥିରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । କେବେଳ ଏତିକି ନୁହେଁ ନିଜର ଜୀବନ ମ,ମଧ୍ୟ ସେମାନେ ହାରିବାକୁ ପଛାଉ…