Browsing Category
ବାଣିଜ୍ୟ
ହିଣ୍ଡେନ୍ବର୍ଗ ଝଡ଼ରୁ ବାହାରକୁ ଆସିଲେ ଗୌତମ ଆଦାନୀ: ଗୋଟିଏ ଦିନରେ ରୋଜଗାର କଲେ ୩,୩୦,୩୨,୩୨,୦୦,୦୦୦ ଟଙ୍କା
ନୁଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁପ୍ର ସେୟାରରେ କ୍ରମାଗତ ହ୍ରାସ ପରେ ମଙ୍ଗଳବାର ଦିନ ପୁଣି ଉପରକୁ ଉଠିବା ଆରମ୍ଭ କରିଛି। ଆଜି ବୁଧବାର ଦିନ ଆଦାନୀ ଗ୍ରୁପ୍ର ସେୟାରଗୁଡିକ ରାତି…
ଫେବୃଆରୀରେ ୧୨% ବୃଦ୍ଧି ସହ ୧. ୪୯ ଲକ୍ଷ କୋଟି ଜିଏସଟି ସଂଗ୍ରହ
ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରେ ବଡ଼ ବୃଦ୍ଧି ହୋଇଛି। ଫେବୃଆରୀରେ ଜିଏସଟି ରାଜସ୍ୱ ସଂଗ୍ରହ ବାର୍ଷିକ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇ ୧,୪୯,୫୭୭ କୋଟିରେ ପହଞ୍ଚିଛି। ଏହା ସହିତ…
ସରକାରଙ୍କ ବଡ଼ ଘୋଷଣା: ବିନା ବସ ଟିକେଟରେ ବୁଲିବେ ମହିଳା, ଉପକୃତ ହେବେ ୮.୫୦ଲକ୍ଷ ମହିଳା
ନୂଆଦିଲ୍ଲୀ: ରାଜସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନେ ରୋଡୱେ ବସ୍ ରେ ମାଗଣାରେ ଯାତ୍ରା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ସୂଚନା…
ସରକାର ନେଲେ ବଡ଼ ନିଷ୍ପତି: ବଢିଲା ମହଙ୍ଗା ଭର୍ତ୍ତା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ବଢାଇବା ପାଇଁ ନିଷ୍ପତି ନେଇଛନ୍ତି। ମୋଦୀ ସରକାରଙ୍କ କ୍ୟାବିନେଟ୍ରେ ଦରମା ବୃଦ୍ଧି ଉପରେ ମୋହର ଲାଗିଛି। ତେବେ ଏହି ବିଷୟରେ ଅଫିସିଆଲ ଘୋଷଣା ହୋଇନାହିଁ। ହୋଲି…
ଓଡିଶାବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟର ସମସ୍ତ ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ଉପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି
ଭୁବନେଶ୍ୱର :ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ…
ବଢିବ ମୋବାଇଲ ରିଚାର୍ଜ, ଆଗୁଆ ସଂକେତ ଦେଲେ ଏୟାରଟେଲ ଅଧ୍ୟକ୍ଷ
ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତ ଜିନିଷର ଦର ବଢିବାର ଦେଖାଯାଉଥିବା ବେଳେ ଗୋଟିଏ ଜିନିଷର ଦର ସ୍ଥଗିତ ରହିଛି । ତାହା ହେଉଛି ମୋବାଇଲ ରିଚାର୍ଜ । ଏନେଇ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଛନ୍ତି ଯେ, ଲୋକେ ୩୦ଜିବି…
ହୋଲି ପୂର୍ବରୁ ଜନତାଙ୍କୁ ବଡ଼ ଝଟକା: ବଢ଼ିଲା LPG ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ୧୪.୨ କେଜି ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ମହଙ୍ଗା ହୋଇଛି । ସେହିପରି ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡରର ଦାମରେ…
ମାର୍ଚ୍ଚ ୧ରୁ ବଦଳିଯିବ ଏହି ୫ଟି ନିୟମ, ପକେଟରେ ପଡିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ମାର୍ଚ୍ଚ ୧ରୁ ଅନେକ ନୂତନ ନିୟମ ଆରମ୍ଭ ହେବ ଯାହା ସବୁ ସ୍ତରରେ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ । ଏହି ପରିବର୍ତ୍ତନଗୁଡ଼ିକରେ ନୂତନ ସୋସିଆଲ୍ ମିଡିଆ ନିୟମ, LPG ସିଲିଣ୍ଡର ହାର, ଟ୍ରେନ୍ ସମୟ, ଏବଂ…
ବିବାହ ସିଜନରେ ୩୫୦୦ ଟଙ୍କା ଶସ୍ତା ହେଲା ସୁନା, ମୂଲ୍ୟ ଜାଣିବା ପରେ ହୋଇଯିବେ ଖୁସି!
ନୂଆଦିଲ୍ଲୀ: ଆଜି ମଧ୍ୟ ସୁନା କ୍ରେତାମାନଙ୍କ ପାଇଁ ଶସ୍ତା ସୁନା ଅଳଙ୍କାର କିଣିବା ପାଇଁ ଏକ ଭଲ ସୁଯୋଗ ରହିଛି । ସୁନା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ MCX ଉପରେ ସୁନା ମୂଲ୍ୟ ଆଜି…
ଆଲିଆ ଆୱାର୍ଡ ଫଙ୍ଗସନରେ ପିନ୍ଧିଲେ ଏତିକି ଟଙ୍କାର ଗାଉନ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ!
ମୁମ୍ବାଇ: ଆଲିଆ ଭଟ୍ଟ ହେଉଛନ୍ତି ବଲିଉଡର ସର୍ବୋଚ୍ଚ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ୨୦୨୨ ବର୍ଷ ଆଲିଆଙ୍କ ପାଇଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ବହୁତ ଭଲ ରହିଥିଲା; ତାଙ୍କର ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ…