Browsing Category
ଦେଶ
ଜଳବାୟୁ ପରିବର୍ତ୍ତନ କାରଣରୁ ୯ ବର୍ଷ ମଧ୍ୟରେ ଜଳମଗ୍ନ ହୋଇଯିବ ଭାରତର ଏହିସବୁ ସହର
ୱାସିଂଟନ୍/ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗ୍ଳାସିୟର ତରଳୁଛି । ୨୦୨୧ ମସିହାରେ ଜଳବାୟୁ ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ସ୍ଥିତିରେ ପହଂଚି…
ନିଜ ଭୁଲ୍ ପାଇଁ ସୁପ୍ରିମକୋର୍ଟକୁ କ୍ଷମା ମାଗିଲା ହାଇକୋର୍ଟ, ଜାଣନ୍ତୁ କଣ ରହିଛି ପୂରା ମାମଲା
ନୂଆଦିଲ୍ଲୀ: ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ ଜଣେ ଆଇପିଏସ୍ ଅଧିକାରୀଙ୍କ ଦ୍ୱାରା ଆର୍ଥକ ଅପରାଧରେ ସାମିଲ ଥିବା ,କ ମହିଳାଙ୍କ ଠାରୁ ତିନି କୋଟି ଟଙ୍କା ଜୋର ଜବରଦସ୍ତି ହଡ଼ପ କରାଯାଇଥିବା ଅଭିଯୋଗକୁ ସମାଧାନ କରିବା ପାଇଁ ୬…
କିଏ ଏହି ନୂତନ ଏନସିବି ଅଧିକାରୀ? ଆର୍ଯ୍ୟନ ଡ୍ରଗ୍ସ ମାମଲା ସମେତ ୱାଙ୍ଖଡେଙ୍କ ୬ଟି ବଡ଼ କେସର କରିବେ ଯାଞ୍ଚ
ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ମୁମ୍ବାଇର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କୁ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଏନସିବି…
କୁକୁର-ବିଲେଇଙ୍କ ଠାରୁ ଚିହ୍ନଟ ହେଲା କରୋନାର ଆଲଫା ଭାରିଆଣ୍ଟ୍, ଅଧ୍ୟୟନରୁ ଖୁଲାସା
ନୂଆଦିଲ୍ଲୀ: ମଣିଷଙ୍କ ପରେ ଏବେ ପଶୁ ମାନଙ୍କ ଠାରେ ମଧ୍ୟ କରୋନାର ଆଲଫା ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୋଷା ଜୀବଜନ୍ତୁଙ୍କୁ ମଧ୍ୟ SARS-CoV-2 ଆଲଫା ଭାରିଆଣ୍ଟ ସଂକ୍ରମିତ କରିପାରେ…
ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ଦିନଠାରୁ ବନ୍ଦ ହୋଇଯିବ ମାଗଣା ରାସନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଦେଶର ଆର୍ଥିକ ଅବସ୍ଥାରେ ଉପରେ ପଡୁଥିବା ଚାପକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀର ଆରମ୍ଭ ଓ ଲକଡାଉନ ସମୟରେ ଗରୀବଙ୍କୁ ସହାୟତା ଦେବା ପାଇଁ ହୋଇଥିବା…
ପୁନୀତଙ୍କ ମୃତ୍ୟୁକୁ ଭୁଲାଇପାରୁନାହାନ୍ତି ଫ୍ୟାନ: ଆଖିଦାନ ପାଇଁ କରୁଛନ୍ତି ଆତ୍ମହତ୍ୟା
ନୂଆଦିଲ୍ଲୀ: କନ୍ନଡ଼ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଦେହାନ୍ତକୁ ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେବି ଫ୍ୟାନମାନେ ଏହି ଦୁଃଖରୁ ନିଜକୁ ଭୁଲାଇପାରିନାହାନ୍ତି । କର୍ଣ୍ଣାଟକରେ ଏବେ ପୁନୀତଙ୍କ ଫ୍ୟାନ ପୁନୀତଙ୍କ ମୃତ୍ୟୁ…
ଆର୍ୟନ ଖାନ୍ ଗିରଫ ଘଟଣା: ତଦନ୍ତ କରିବେନି ସମୀର ୱାଙ୍ଖଡ଼େ
ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି ।…
ସୁସ୍ଥ ପରେ ବି କରୋନା ଟେଷ୍ଟ ପଜିଟିଭ୍ ଆସିଲେ କିପରି କରିବେ ଯାତ୍ରା? ସରକାର ଖୋଜିଲେ ରାସ୍ତା
ବେଙ୍ଗାଲୁରୁ: କରୋନା ମହାମାରୀ ଯେତେ ଜଟିଳ ସେତେ ବ୍ୟାପକ, ଏହାର ଲକ୍ଷଣ ବି ସେପରି ରହିଛି । ମହାମାରୀ ସହ ଜଡ଼ିତ ଏକ ସମସ୍ୟା ହେଉଛି କି, କରୋନାରୁ ସୁସ୍ଥ ହେବା ପରେ ବି ଲୋକଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ୍ ଆସୁଛି…
ଶ୍ରୀନଗରରେ ମେଡିକାଲ କଲେଜରେ ଆତଙ୍କୀ ଆକ୍ରମଣ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପୁଣି ଥରେ ଆତଙ୍କୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଶୁକ୍ରବାର ଦ୍ୱିପହରରେ ସ୍କିମ୍ସ ମେଡିକାଲ କଲେଜ ବାହାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ…
ବିଷାକ୍ତ ମଦ ନେଲାଣି ୭୦ ଜଣଙ୍କ ଜୀବନ: କିଏ ରୋଗରେ ଆକ୍ରାନ୍ତ ତ ଆଉ କିଏ ହୋଇଗଲାଣି ଅନ୍ଧ
ନୂଆଦିଲ୍ଲୀ: ବିଷାକ୍ତ ମଦ୍ୟପାନ କରିବା ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଦ୍ୟପାନ କରି ୨୪ ଜଣଙ୍କର ଅକାଳରେ ମୃତ୍ୟୁ ଘଟିଛି । ଏଥିସହ କିଛି ଲୋକ ରୋଗରେ ଆକ୍ରାନ୍ତ ହେବା ସହ ଆଉ…