CHARIDHAM
Browsing Category

ରାଜ୍ୟ

୧.୬୩ଲକ୍ଷ SHG ବ୍ୟାଙ୍କକୁ ଋଣ ଫେରସ୍ତ ; ମହିଳାଙ୍କୁ ଦିଆଯିବ ମୋବାଇଲ ହାଣ୍ଡସେଟ ମରାମତି ପ୍ରଶିକ୍ଷଣ

ଭୁବନେଶ୍ଵର: ୧ ଲକ୍ଷ ୬୩ ହଜାର ୭୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ ମିଶନ ଶକ୍ତି ବିଭାଗ ସହ FICSI,…

ରାଜଧାନୀରେ ଚାଞ୍ଚଲ୍ୟ, ସ୍କୁଲ ଡଷ୍ଟବିନରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ।  ସ୍କୁଲ ପରିସରରୁ ମିଳିଲା ମୃତଦେହ, ତାହା ପୁଣି ଡଷ୍ଟବିନ ଭିତରୁ। ଆପଣ ଭାବୁଥିବେ ଜଣେ ବ୍ୟକ୍ତି ଡଷ୍ଟବିନ ଭିତରକୁ ଗଲା କିପରି? ହେଲେ ଆମେ ଆପଣଙ୍କୁ ଏଠି କହି ରଖିବା ପାଇଁ…

ଖୁସି ଖବର: ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଦେବେ ସରକାର! ସୂଚନା ଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ବର: ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମାଗଣାରେ ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି…

ମୋହନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ୧୫ ବିଧାୟକଙ୍କର ଅଛି ସମର୍ଥନ

ଭୁବନେଶ୍ୱର: ସରକାରଙ୍କ ବିରେଶଦରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଅନାସ୍ଥା ପ୍ରସ୍ତାବ ରଖି ବାଚସ୍ପତିଙ୍କୁ ଚିଠି ଦେଲା କଂଗ୍ରେସ । ୧୫ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ଦାବି କରିଛି । ଆଜି  ଆରମ୍ଭ…

ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ, ୨୫ ଯାଏଁ ଚାଲିବ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେସନ। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୋକପ୍ରସ୍ତାବରୁ ଆରମ୍ଭ ହେଲା…

Subhadra yojona: ସରକାରଙ୍କ ବଡ଼ ଘୋଷଣା; ପେନସନ ପାଇବେ ସୁଭଦ୍ରା ହିତାଧିକାରୀ, ୨ ଲକ୍ଷରୁ ଊର୍ଦ୍ଧ୍ବ ହେବେ ଉପକୃତ

ଭୁବନେଶ୍ବର: 60 ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ହିତାଧକାରୀଙ୍କୁ ଏନେଇ ଅନ୍ତର୍ଭୁକ୍ତ କରାଯିବ । 60 ବର୍ଷ ପରେ ହିତାଧିକାରୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ ।…

ଏଥର ବର୍ଷାରେ ଭିଜିବ ଦଶହରା, ଆସୁଛି ଆଉ ଏକ ଲଘୁଚାପ; ଧୋଇ ଦେବ ପୂଜା ବଜାର…

ଭୁବନେଶ୍ବର: ଏଥର ଦଶହରାରେ ହୋଇପାରେ ବର୍ଷା । କାରଣ ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି ।…

Odisha Assembly: ଆଜିଠୁ ବିଧାନସଭା ଅଧିବେଶନ, ଅନାସ୍ଥା ଝଡରେ କମ୍ପିବ ଗୃହ !

ଭୁବନେଶ୍ବର: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର 25 ତାରିଖ ଯାଏଁ ଚାଲିବ ଅଧିବେଶନ । ଆଜିଠୁ ସପ୍ତାହେ ଯାଏଁ କମ୍ପିବ ବିଧାନସଭା । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିପାରେ ଅନାସ୍ଥା । ସେପଟେ…

ମାଗଣାରେ ବସରେ ଯିବେ ସ୍କୁଲ ଛାତ୍ରଛାତ୍ରୀ, ବଡ଼ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମାଗଣାରେ ବସରେ ଯିବେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ। ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ। ଆଉ ବସରେ…

ଅପେକ୍ଷାର ହେବ ଅନ୍ତ, ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଅଳଙ୍କାର, ଜଗା ଦର୍ଶନରେ ଲାଗିବ କଟକଣା

ପୁରୀ: ଆସିଲା ବଡ଼ ଖବର। ଆସନ୍ତା ସେପ୍ଟେମ୍ୱର ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଉଥିଲେ ଟିକେ ଅଟକି ଯାଆନ୍ତୁ। ସେଦିନ ଜଗା ଦର୍ଶନ ଉପରେ ଲାଗିବ କଟକଣା। କାରଣ ସେପ୍ଟମ୍ୱର ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ…