Browsing Category

ରାଜ୍ୟ

୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ…

ଡିଆରଡିଓ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ୍ । ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜେଲରୁ କଟକ ଆଣୁଛି…

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFOଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ, ୩ ଘଣ୍ଟାରେ ୧୦୦ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି…

ସେପ୍ଟେମ୍ବର ୨୧ ଯାଏଁ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୧୮ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…

ବେଦି ନାହିଁ କି ପଣ୍ଡିତ ନାହାନ୍ତି, କିନ୍ତୁ ସଜେଇ ହୋଇଛନ୍ତି ବର କନ୍ୟା; ଦିବ୍ୟାଙ୍ଗ ଦମ୍ପତିଙ୍କ ନିଆରା ବିବାହ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଭଗବାନଙ୍କ ସୃଷ୍ଟିରେ କାହା ଭାଗ୍ୟ କେଉଁ ମୋଡ଼ ନେବ ତାହା ହୁଏନି । ତେବେ ଏହି ଆଧାରରେ ଜନ୍ମରୁ କେହି ଅନାଥ କି ଦିବ୍ୟାଙ୍ଗ ହୋଇ ନଥାନ୍ତି। କିନ୍ତୁ ଅନାଥ ହୋଇଗଲା ପରେ ସମାଜରେ ସେମାନଙ୍କ…

ଏଣିକି ଅଧ୍ୟାପକମାନେ ହୋଇପାରିବେ IAS: ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦରମା ପ୍ରାପ୍ତ (ଷ୍ଟେଟସ୍ ସ୍କେଲ୍ ଅଫ୍ ପେ) ଅଧ୍ୟାପକମାନେ ଆଇଏଏସ୍ ଅଫିସର ରାଙ୍କକୁ ପଦୋନ୍ନତି ପାଇବେ । ଓଡ଼ିଶା ଶିକ୍ଷା ସର୍ଭିସ୍ (ଓଇଏସ)କୁ ନନ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ…

ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁଚନା ଦେଇଛନ୍ତି । ଏବେ କେବଳ ଛୋଟ ଧରଣର ବନ୍ୟା ଆସିଛି ତେଣୁ କୌଣସି ବିପଦ ନାହିଁ । ଅନ୍ୟପଟେ…

ହୀରାକୁଦର ଆଉ ୬ଟି ଗେଟ୍ ବନ୍ଦ

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଥିବାରୁ ଧିରେ ଧିରେ ଡ୍ୟାମର ଗେଟ୍ କରାଯାଉଛି । ଖୋଲାଥିବା ୨୪ଟି ଗେଟରୁ ପୁଣି ୬ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଓଡ଼ିଶା ଛୁଇଁବା ସମ୍ଭାବନା: ୧୯ ଓ ୨୦ ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଚିଠି…

ଭୁବନେଶ୍ୱର,(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଉତ୍ତର ପୂର୍ବାଞ୍ଚଳରେ ରହିଛି । ସମୁଦ୍ର ପତନଠାରୁ ଏହାର ୫.୮ କିଲୋମିଟର ଉପରେ ରହିଛି । ଏହି…

ରାଜ୍ୟରେ ପୁଣି ୬୯୫ ପଜିଟିଭ, ୮୩ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…