Browsing Category

ରାଜ୍ୟ

ରଥଯାତ୍ରା ପାଇଁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ; ଜାରି ହେଲା ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରଥଯାତ୍ରା ପାଇଁ ପୁରୀ ସହରରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ ଏହି କର୍ଫ୍ୟୁ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି । ବିନା…

ପ୍ଲାଣ୍ଟ ଭିତରେ ସୁରକ୍ଷା କର୍ମୀଙ୍କ ଗୁଣ୍ଡାରାଜ;  ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା

ରାଉରକେଲା: କାରଖାନା ଭିତରେ ସୁରକ୍ଷା କର୍ମୀଙ୍କ ଗୁଣ୍ଡାରାଜ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ଏଲ ଆଣ୍ଡ୍ ଟି ର ସୁରକ୍ଷା କର୍ମୀଙ୍କ ଦ୍ୱାରା ଅତି ନିର୍ମମ ଭାବେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି  । ଯୁବକ ଜଣକ…

କେନ୍ଦୁଝରରେ ନର୍ସିଙ୍ଗ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ…

ବିଶ୍ୱସ୍ତରୀୟ ହେବ ପୁରୀ ରେଳଷ୍ଟେସନ୍: ମଞ୍ଜୁର ହେଲା ୮୨ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ମିଳିବାର ଗୋଟିଏ ଦିନ ପରେ ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଘୋଷଣା କରାଯାଇଛି । ପୁରୀ…

ସପ୍ତାହାନ୍ତ ଲକ-ଡାଉନ୍ ସହ ଏହି ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି, କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର ଯୋଗୁଁ ଭୟ ଲାଗିରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଲକଡାଉନକୁ ନେଇ ଏକ ବଡ଼ ଖବର ଆସିଛି । ପଞ୍ଜାବ ସରକାର ରାଜ୍ୟରେ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୪୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

୨୩ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୩ ଜିଲ୍ଲାରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

ମନରେଗା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ପ୍ୟାକେଜ୍, ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପାଇଁ ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ମନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ…

ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ, ଆଜି ୩୮୯ ନୂଆ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୩୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୯ ଜଣ ଚିହ୍ନଟ…

‘ମତେ ବିଷ ଦେଇ ବାପା ବୋଉ ବିଷ ପିଇଦେଇଛନ୍ତି… ଆମକୁ ବଞ୍ଚାଅ…’ ମାମୁ ଘରକୁ ଫୋନ କରି ଏମିତି କହିଲା ୯ ବର୍ଷର କୁନି ଝିଅ

ବାଲେଶ୍ୱର: ‘ମୋତେ ବିଷ ଦେଇ ବାପା ବୋଉ ବିଷ ପିଇଦେଇଛନ୍ତି... ଆମକୁ ବଞ୍ଚାଅ...’ ଫୋନରେ ନିଜ ମାମୁ ଘର ଲୋକଙ୍କ କିଛି ଏମିତି କହିଥିଲା ୯ ବର୍ଷର କୁନି ଝିଅ । ଆଉ ପାଖ ପଡିଶାରେ ପଡିଗଲା ଚହଳ । ଖବର ପାଇ ତୁରନ୍ତ…