Browsing Category
ରାଜ୍ୟ
ଶ୍ରୀମନ୍ଦିର ଆଇନରେ ହେବ ବଡ଼ ପରିବର୍ତ୍ତନ, ସରକାରଙ୍କ ନିକଟରେ ରଖାଯିବ ୪ଟି ପ୍ରସ୍ତାବ
ପୁରୀ: ସରିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବ ।
ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ରାଜ୍ୟ ସରକାରଙ୍କୁ ୪ଟି ପ୍ରସ୍ତାବ…
ଡ୍ୟୁଟି ସମୟରେ ନ ରହିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା, ଦରମା ବନ୍ଦ କଲେ ଅଧିକାରୀ
ଯାଜପୁର: ବନ୍ଦ ହେଲା ଡାକ୍ତରଙ୍କ ଦରମା । ଡ୍ୟୁଟି ସମୟରେ ନ ରହିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା । ଡାକ୍ତରଙ୍କ ଦିନକର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ସୁକିନ୍ଦା…
‘ନାଇଟ୍ ସିଫ୍ଟରେ କାମ କରିବାକୁ ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ’…ମୋହନ ସରକାର ଜାରି କଲେ କଡ଼ା ନିୟମ
ଭୁବନେଶ୍ବର: ମହିଳା ସୁରକ୍ଷାକୁ ନେଇ ଗତ କିଛି ମାସ ଧରି ବିରୋଧୀଙ୍କ ଟାର୍ଗେଟରେ ଥିବା ମୋହନ ସରକାର ଏକ କଡ଼ା ନିୟମ ଜାରି କରିଛନ୍ତି । ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏକ…
ବବିତା ପାତ୍ର ହେଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା, ସୋଭନା ମହାନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ
ଭୁବନେଶ୍ୱର : ଦୁଇ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ବ । ବବିତା ପାତ୍ର ଏବଂ ସୋଭନା ମହାନ୍ତିଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଥିବା ବେଳେ…
ଜଙ୍ଗଲରେ ମୋହନ ସରକାର କରିବେ ଧାନ ଚାଷ! ବନ୍ଦ ହେବ ହାତୀ ମଣିଷ ଲଢେଇ
ଭୁବନେଶ୍ୱର: ଜଙ୍ଗଲ, ପାହାଡ ଓ ପ୍ରକୃତି ଭିତରେ ଆଦିବାସୀ ଜନଜାତିର ଲୋକେ ବସବାସ କରନ୍ତି । ରାଜ୍ୟର ଚାରି ଭାଗ ଲୋକଙ୍କ ମଧ୍ୟରୁ ଏକ ଭାଗ ହେଉଛନ୍ତି ଆଦିବାସୀ । ଜଙ୍ଗଲ ସେମାନଙ୍କର କେବଳ ଘର ଦ୍ଵାର ନୁହେଁ ବରଂ ସବୁକିଛି…
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ
ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ।
ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ।
ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ…
BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ
ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ।
ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ…
ଭବାନୀପାଟଣାରେ ଗୁଣି ଗାରେଡ଼ି ପାଇଁ ବୃଦ୍ଧଙ୍କୁ ହତ୍ୟା, 2 ଗିରଫ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ବନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧ, ଯିଏ ଗତ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ, ତାଙ୍କର ମୃତଦେହ ରାୟଗଡ଼ା ଜିଲ୍ଲାର ଦହିଖାଲ ରେଳଧାରଣା ନିକଟରୁ…
ଚକୋଲେଟ ଦେବାକୁ ଡାକିନେଇ ୪ ବର୍ଷର ଝିଅକୁ ଝୁଣି ଖାଇଗଲା ରାକ୍ଷସ
ଯାଜପୁର: ଯାଜପୁରରେ ଲଜ୍ଜା; ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଚକୋଲେଟ ଦେବାକୁ କହି କୁନିଝିଅକୁ ଡ଼ାକିନେଇଥିଲା ଅଭିଯୁକ୍ତ। ତା ପରେ ତା ସହ ଭିଆଇଥିଲା ଏଭଳି କାଣ୍ଡ।
ଯାଜପୁର ଜିଲ୍ଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ…
BREAKING:ଚଷମାରେ ହିଡେନ୍ କ୍ୟାମେରା ଲଗାଇ କରୁଥିଲେ ଶ୍ରୀମନ୍ଦିରରେ ପ୍ରବେଶ , ପଶ୍ଚିମ ଦ୍ୱାରରୁ ଧରିଲା ପୋଲିସ୍
ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା।
ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ଜଣେ ଭକ୍ତକୁ…