
Browsing Category
ରାଜ୍ୟ
ଭୁବନେଶ୍ୱରରୁ ଆଜି ୬୪ ପଜିଟିଭ ଚିହ୍ନଟ, ୮୭ ସୁସ୍ଥ
ଭୁବନେଶ୍ୱର,୭।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ପୁରୀରୁ ସେକ୍ସ ରାକେଟ୍ ଠାବ, ବନ୍ଧାହେଲେ ୩ ଅଭିଯୁକ୍ତ
ପୁରୀ, ୭ ।୧୧(ଓଡିଶା ଭାସ୍କର): ଶ୍ରୀକ୍ଷେତ୍ର ଧାମକୁ ଖରାପ କରିବାରେ ଲାଗିଛନ୍ତି କିଛି ଦୃବୁର୍ତ୍ତ । କେତେକ ପ୍ରଶାସନର ନଜରକୁ ଆସୁଥିବା ବେଳେ ଆଉ କେତେକ ଆଖିରେ ଧୂଳି ଦେଇ ଖସି ପଳାଉଛନ୍ତି । ଏହାରି ମଧ୍ୟରେ ପୁରୀ…
ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି, ଆକାଶରେ ବାୟୁସେନାର ପଇଁତରା
ମାଲକାନିଗିରି, ୭ ।୧୧(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଓବାଦୀଙ୍କ ଉପରେ ନଜର ରଖିଛି ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର । ସ୍ୱାଭିମାନ…
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ୱର,୭ ।୧୧(ଓଡିଶା ଭାସ୍କର): ବାଲେଶ୍ବର ସହଦେବଖୁଣ୍ଟାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୩ ଅଭିଯୁକ୍ତଙ୍କଠାରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ୱର…
୧୦ମ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ
ଭୁବନେଶ୍ୱର,୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା…
ରାଜ୍ୟରେ ୧୪୦୦ ଟପିଲା ମୃତ୍ୟୁ ସଂଖ୍ୟା: ଆଜି ଚାଲିଗଲା ୧୭ ଜୀବନ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…
ରାଜ୍ୟର ୩ ଲକ୍ଷ ଛୁଇଁଲା ପଜିଟିଭ ସଂଖ୍ୟା, ଜାଣନ୍ତୁ ଆଜି କେତେ ?
ଭୁବନେଶ୍ୱର,୭।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୩୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…
ରାଜ୍ୟରେ କମୁଛି ତାପମାତ୍ରା, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର,୭ ।୧୧(ଓଡିଶା ଭାସ୍କର): ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ଉତ୍ତର ଓଡିଶାର ସର୍ବନିମ୍ନ…
ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି
ଭୁବନେଶ୍ୱର,୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ପ୍ରତ୍ୟାହାର ହେବ ମାଟ୍ରିକ୍ ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୫…
ଖୁସି ଖବର: ରାଜ୍ୟରେ ଆଜି ୧୬୪୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୬୪୧କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…