Browsing Category
ରାଜ୍ୟ
OAS ଅନିଷା ଦାସ ନିଲମ୍ବିତ
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ଓଏଏସ ଅଧିକାରୀ ଅନିଷା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…
କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟର ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ସହଯୋଗ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ଏଥିରୁ ବାଦ୍ ପଡିନି କିଟ୍ ବିଶ୍ୱବିଦ୍ୟାଳୟ । କରୋନା ମୃତକଙ୍କ…
ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ
ମାଲକାନଗିର,୨୬ ।୭(ଓଡିଶା ଭାସ୍କର): ଆନ୍ଧ୍ର-ଓଡିଶା ସୀମାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମିଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆନ୍ଧ୍ର ଓ ଓଡିଶା ପୋଲିସର ମିଳିତ ସହଯୋଗରେ…
ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଲୁଟ୍
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ଭୁବନେଶ୍ୱରରେ ଜଣେ ମହିଳା ଭିଜିଲାନ୍ସ ଡିଏସପିଙ୍କଠାରୁ ଲୁଟ୍ ହୋଇଛି । ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ମିଳିଥିବା ଖବର…
ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା: ଆଜି ଆଉ ୧୦ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…
ରାଜ୍ୟରେ ବେହାଲ କରୋନା: ଆଜି ପୁଣି ୧୩୭୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୭୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୭ ଜଣ ଓ ସ୍ଥାନୀୟ…
ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ
ସମ୍ବଲପୁର, ୨୬/୭(ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦୁଇଟି ପର୍ଯ୍ୟାୟରେ ୧୦ଦିନ ପାଇଁ…
ଖୁସି ଖବର: ରାଜ୍ୟରେ ଆଉ ୭୨୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୯୨୮…
ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ସମ୍ମାନ
ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ଗାଳ୍ପିକ ବୀଣାପାଣି ମହାନ୍ତି ପାଇଲେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର । ୨୦୧୯ ମସିହା ପାଇଁ କଟକ ବାସଭବନରେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀର ୬୩ତମ…
ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା, କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର…