fbpx

ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ

ମାଲକାନଗିର,୨୬ ।୭(ଓଡିଶା ଭାସ୍କର): ଆନ୍ଧ୍ର-ଓଡିଶା ସୀମାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମିଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆନ୍ଧ୍ର ଓ ଓଡିଶା ପୋଲିସର ମିଳିତ ସହଯୋଗରେ ଅପରେସନ ଜାରି ରହିଛି । ଓଡିଶା ଡିଭିଏଫ, ଏସଓଜି, ଆନ୍ଧ୍ର ଗ୍ରେ ହାଉଣ୍ଡ ପକ୍ଷରୁ ଅପରେସନ ଜାରି ରହିଛି । ତେବେ ଏହି ଅପରେସନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି ।

Get real time updates directly on you device, subscribe now.