Browsing Category
ରାଜ୍ୟ
ପାଣିପାଗ ବିଭାଗର ଆଲର୍ଟ, ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା !
ଭୁବନେଶ୍ୱର: ଜୁଲାଇ ୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା।
ବିଭିନ୍ନ ଜିଲ୍ଲାରେ ବଜ୍ରପାତ…
ରଥଯାତ୍ରାକୁ ନେଇ ବଡ଼ ଅପଡେଟ୍, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ପୁରୀ: ଜାରି ହେଲା ସୂଚନା। ଆସନ୍ତା କାଲି ଅପରାହ୍ନ ୪ଟାରେ ଆରମ୍ଭ ହେବ ପୁରୀରେ ରଥଟଣା। ଏନେଇ ସୂଚନା ଦେଲେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
କହିଲେ ନୀତିନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରାଯିବ। ମଙ୍ଗଳାର୍ପଣ ପରେ…
ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର
ଭୁବନେଶ୍ବର: AIIMS ଭୁବନେଶ୍ୱର ଏହାର ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଛି । ପ୍ରତିଷ୍ଠିତ India Today-MDRA ସର୍ବୋତ୍ତମ ମେଡିକାଲ କଲେଜ ସର୍ଭେ 2025 ରେ ଭାରତର 12ତମ ଶ୍ରେଷ୍ଠ ମେଡିକାଲ କଲେଜ ସ୍ଥାନ…
ଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ, ପିଟିପିଟି ମାରିଦେଲେ
ସୋର: ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଜୀବନ ଗଲା। ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଆସିଥିଲେ ଜ୍ୱାଇଁ। ହେଲେ ନିଜେ ଆକ୍ରମଣର ଶିକାର ହେଲେ। ଏବଂ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ପିଟିପିଟି ମାରିଦେଲେ।
ଘଟଣାଟି ହେଉଛି…
ସୁରକ୍ଷା ବଳୟ ଭିତରେ ପୁରୀ ସହର, ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରଖାଯାଉଛି ନଜର
ପୁରୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା। ଝୁଲି ଝୁଲି ରଥକୁ ଆସିବ କାଳିଆ ସୁନା। ଆଉ ସାଙ୍ଗରେ ଥିବେ ଭାଇ ବଲଭଦ୍ର ଭଉଣୀ ସୁଭଦ୍ରା। କୋଟି କୋଟି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୋଉଡ଼ମଣି ପ୍ରଭୁ…
ନୃଶଂସ ସନ୍ତାନ, ଠେଙ୍ଗାରେ ପିଟିପିଟି ଜନ୍ମକଲା ମା’କୁ ମାରିଦେଲା ପୁଅ
ଦିଗପହଣ୍ଡି: ପୁଣି ଏକ ବଡ଼ ଅପରାଧ। ଜନ୍ମକଲା ମାଆକୁ ହତ୍ୟା କଲା ପୁଅ। ଯେଉଁ ମାଆ ପାଳି ପୋଷି ବଡ଼ କଲା ସେହି ମାଆକୁ ପିଟିପିଟି ମାରିଦେଲା ରାକ୍ଷସ ପୁଅ।
ଦିଗପହଣ୍ଡି କରବାଲୁଅଁ ଗାଁରେ ଅଭାବନୀୟ ଘଟଣା। ଅତି ନୃଶଂସ…
ରାଜ୍ୟରେ ସୃଷ୍ଟି ହେବ ୫୦୦୦ରୁ ଅଧିକ ନିଯୁକ୍ତି, JSW ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ
ଭୁବନେଶ୍ୱର: ଜେଏସଡବ୍ଲ୍ୟୁଏଲ୍ ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଗଣମାଧ୍ୟମକୁ ଦେଇଛନ୍ତି ସୂଚନା ।
ଓଡ଼ିଶାରେ ୨୧୦୦ କୋଟି ଟଙ୍କାର ନିବେଶ କରିବ ଜେଏସଡବ୍ଲ୍ୟୁ…
ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓଡିଶା ଆସିବେ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି …
ପୁରୀ ଯାଉଥିବା ଭକ୍ତଙ୍କ ଖାଇବା କଥା ବୁଝିବେ ସରକାର, ରଥ ଯାତ୍ରା ପାଇଁ ପ୍ରତ୍ୟେକ ଜିଲ୍ଲାରୁ ଗଡ଼ିବ ସ୍ୱତନ୍ତ୍ର ବସ୍
ଭୁବନେଶ୍ୱର: ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ବସ୍ । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।
ଏ ସଂକ୍ରାନ୍ତରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଲେ ସୂଚନା । ୨୮ଟି ଜାଗାରେ ପାର୍କିଂ…
କ୍ୟାପିଟାଲ ମେଡ଼ିକାଲ କଲେଜରେ ଖୋଲିବ ୟୁଜି, ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ବର: ଖୁବ୍ ଶିଘ୍ର ହେବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ । ଜୁଲାଇ 31 ସୁଦ୍ଧା ସରିବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । “କ୍ୟାପିଟାଲ…