Browsing Category
ଖେଳ
Olympics ଟିକେଟ ହାତ ମୁଠାରେ… ଏଥର ଅଲିମ୍ପିକ ଟିକେଟ ହାସଲ କଲେ ବକ୍ସର ଅମିତ ପଙ୍ଘାଲ
ନୂଆଦିଲ୍ଲୀ: ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହୋଇଛି । ଅଲିମ୍ପିକ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘାଲ । ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ ପାଇଁ ଭାରତର ପ୍ରତିନିଧିତ୍ୱ…
ସୁନାମ ଆଣିଲେ ଓଡ଼ିଆ ପୁଅ: ଜାତୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ ପ୍ରଥମ ହେଲେ ବୌଦ୍ଧର ବାଦଲ ବେହେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ସ୍ତରର କ୍ରୀଡ଼ାରେ ଜଣେ ଓଡ଼ିଆ ପୁଅ ଚମକିଛନ୍ତି । ସେ ହେଉଛନ୍ତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ ସରସରା ଗ୍ରାମର ବାଦଲ ବେହେରା । ବାଦଲ ଜାତୀୟ ସ୍ତରର ବଡି ବିଲଡିଂ…
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଦିନେଶ କାର୍ତ୍ତିକ, ସୋସିଆଲ ମିଡିଆରେ ଶେୟାର କଲେ ଭାବୁକ ପୋଷ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛନ୍ତି । ଶନିବାର ଦିନେଶ ତାଙ୍କର ୩୯ତମ ଜନ୍ମଦିବସ ପାଳନ ଅବସରରେ ସେ…
FIH Hockey Pro League: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କଲା ଭାରତ
ନୂଆଦିଲ୍ଲୀ: ଏଫଆଇଚି ପ୍ରୋ ହକି ଲିଗ ୨୦୨୩-୨୪ ୟୁରୋପ ଲିଗ ମୁକାବିଲାରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଆସନ୍ତା ୮ ତାରିଖରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଆଜି…
T-20 ବିଶ୍ୱକପ ପୂର୍ବରୁ ଷ୍ଟାର ଖେଳାଳି ବ୍ୟାନ୍, ୩୦୩ ମ୍ୟାଚରେ ବେଟିଂ: ଇଂଲଣ୍ଡ ଟିମକୁ ଶକ୍ତ ଝଟକା
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଜଣେ ଷ୍ଟାର କ୍ରିକେଟରଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରାଯାଇଛି । କ୍ରିକେଟ ନିୟମର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଇଂଲଣ୍ଡର…
ବିରାଟ କୋହଲିଙ୍କୁ ସମାଲୋଚନା କରିବାରୁ ମତେ ହତ୍ୟା ଧମକ ମିଳିଛି; ସାଇମନ ଡୁଲ୍
ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସମାଲୋଚନା କରି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏପରି ଅଭିୟୋଗ ଆଣିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ୍। ବିରାଟ କୋହଲିଙ୍କ ବିଷୟରେ…
ନରୱେ ଚେସ୍ ୨୦୨୪: ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ, କ୍ଲାସିକାଲ ଗେମରେ ବିଶ୍ୱ ଚାମ୍ପିୟନ କାର୍ଲସେନଙ୍କୁ ପରାସ୍ତ କଲେ
ନୂଆଦିଲ୍ଲୀ: ନରୱେ ଚେସ ୨୦୨୪ରେ ଇତିହାସ ରଚିଛନ୍ତି ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ । କ୍ଲାସିକାଲ ଗେମରେ ବିଶ୍ୱ ଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି ପ୍ରଜ୍ଞାନାନନ୍ଦ । ପ୍ରଥମ ଥର…
(Video) Surgery ପରେ ବୋଲିଂ କରୁଛନ୍ତି ମହମ୍ମଦ ଶାମୀ: T20 ବିଶ୍ୱକପରେ ମିଳିବ କି Wild Card Entry?
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ସମ୍ପୂର୍ଣ୍ଣ ଫିଟ୍ । ସୁସ୍ଥ ହୋଇ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ମହମ୍ମଦ ଶାମୀ । ପୁଣିଥରେ ପୁରୁଣା ଅନ୍ଦାଜରେ ବୋଲିଂ କରୁଥିବାର ଏକ ଭିଡିଓ ଏବେ ସୋସିଆଲ…
IND vs PAK ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ! ବିଶ୍ୱକପ ପୂର୍ବରୁ ଧମକ ଦେଲା ISIS
ନୂଆଦିଲ୍ଲୀ: ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ…
ଟି-୨୦ ବିଶ୍ୱକପରେ ଭାରତ କ’ଣ କରିବ: କେବଳ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭଲ ଖେଳାଳି ଫର୍ମରେ ନାହାନ୍ତି
ନୂଆଦିଲ୍ଲୀ: ଆଉ ୩ ଦିନ ପରେ ଜୁନ ୨ ତାରିଖରୁ ୱେଷ୍ଟଇଣ୍ଡିଜ ଓ ଆମେରିକା ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ । ଜୁନ ୧ରେ ବାଂଲାଦେଶ ବିପକ୍ଷରେ ଭାରତ ଏକମାତ୍ର ୱାର୍ମ ଅପ୍ ମ୍ୟାଚ ଖେଳିବ । ତେବେ ଗତବର୍ଷ ଦିନିକିଆ…