Browsing Category
Breaking News
ସଲମାନଙ୍କୁ ପୁଣି ହତ୍ୟା ଧମକ, ‘2 କୋଟି ନଦେଲେ ଜୀବନରୁ ମାରିଦେବୁ’
ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଜାରି ରହିଛି । ପୁଣି ଜୀବନରୁ ମାରିଦେବା ନେଇ ଧମକ ଦିଆଯାଇଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲକୁ କେହି ଅଜ୍ଞାତ ବ୍ୟକ୍ତି ମେସେଜ କରି ହତ୍ୟା ଧମକ ଦେଇଛନ୍ତି । 2 କୋଟି ଦିଅ…
ଇଏ କେମିତିକା ଘଟଣା! ଦୀର୍ଘ ଦୁଇ ଦଶନ୍ଧି ପରେ ଗାଁରେ ପ୍ରଥମ ଥର ଶୁଣାଗଲା କୁଆଁ କୁଆଁ ଶବ୍ଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆର କିଛି ସ୍ଥାନରେ ଏପରିକି କିଛି ଅଜବ ପରମ୍ପରା ଓ ବିଶ୍ୱାସ ରହିଛି ତାହାକୁ ଖାଲି ଆଖିରେ ନଦେଖିଲେ ସହଜରେ ବିଶ୍ୱାସ କରିହୁଏ ନାହିଁ । ନିକଟରେ ଓଡ଼ିଶାରେ ଲ୍ୟାଣ୍ଡଫଲ ହୋଇଥିବା…
ବଢିଲା ପୋସ୍କୋ ଓଡିଶା ଫେରିବା ଆଶା, JSW ଷ୍ଟିଲ ସହ ବୁଝାମଣା ସ୍ୱାକ୍ଷର ପରେ ଚର୍ଚ୍ଚା
ଭୁବନେଶ୍ବର: ଓଡିଶା ଫେରିପାରେ ପୋସ୍କୋ । 19 ବର୍ଷ ପରେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ ଓଡିଶା ଫେରିପାରେ ବୋଲି ଜଣାପଡିଛି । ଏନେଇ ଜେଏସଡବ୍ଲୁ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ଜଣାପଡିଛି ।…
ବଢ଼ିଆ ଅଫର! ଯେଉଁ ଦମ୍ପତ୍ତି ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ଅଧିକ ସରକାରୀ ସୁବିଧା ମିଳିବ
ନୂଆଦିଲ୍ଲୀ: ସାଧାରଣ ଭାବେ ଜନସଂଖ୍ୟା ବୃଦ୍ଧି ଅନେକ ସମୟରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ । ତେଣୁ ଏହାକୁ ରୋକିବା ପାଇଁ ଅନେକ ସମୟରେ କିଛି ରାଷ୍ଟ୍ର ନୂଆ ପଲିସୀ ଲାଗୁ କରିଥାନ୍ତି । ତେବେ ଜନସଂଖ୍ୟାରେ ଅହେତୁକ…
ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ହାଇକୋର୍ଟରେ କାଏମ, ପିଲା କମ୍ ଥିଲେ ସ୍କୁଲ ବନ୍ଦ
ଭୁବନେଶ୍ବର: ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ କାଏମ ରଖିଲେ ହାଇକୋର୍ଟ । ଏଣିକି 20ରୁ କମ୍ ପିଲା ରହିଥିବା ସ୍କୁଲ ବନ୍ଦ ହେବ । ଉକ୍ତ ସ୍କୁଲକୁ ବନ୍ଦ କରାଯାଇ…
ବିଜେଡିରୁ ସସପେଣ୍ଡ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ: ଦଳବିରୋଧୀ କାର୍ଯ୍ୟ ପାଇଁ ସୁପ୍ରିମୋଙ୍କ ବଡ଼ ଆକ୍ସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିରୁ ସସପେଣ୍ଡ ହୋଇଛନ୍ତି ଢେଙ୍କାନାଳ ଗଁଦିଆ ବ୍ଲକର ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ । ଦଳବିରୋଧୀ କାର୍ଯ୍ୟ କାରଣରୁ ଶ୍ରୀମତୀ ଖଟୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
(Video) କି ନିଆରା ଦୃଶ୍ୟ! ଛୋଟ ପିଲାଙ୍କ ସହ ସ୍କୁଲରେ ପାଠ ପଢ଼ୁଛି ଏକ ମୟୂର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକୃତିର ଏ ନିଆରା ସୃଷ୍ଟିକୁ ଯେତେ ପ୍ରଶଂସା କଲେ ବି ଶବ୍ଦର ଅଭାବ ପଡ଼ିଯିବ । ଅନେକ ସମୟରେ ମଣିଷମାନେ ସ୍ୱାର୍ଥପର ହୋଇଯାଆନ୍ତି ପଛେ, ପଶୁ, ପକ୍ଷୀମାନେ ଆମର ମନର ଭାବନକୁ ସଠିକ୍ ଭାବେ…
ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ତାରିଖ ବଦଳିଲା: ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ଏନଏମଏମଏସ ପରୀକ୍ଷା ତାରିଖ ବଦଳିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖ (ପ୍ରଥମ ରବିବାର)…
ଓଡିଶାକୁ ଶୀତ ନେଇ ଆସିବ ଦୀପାବଳି ! 4ଡିଗ୍ରୀ ଖସିପାରେ ତାପମାତ୍ରା
ଭୁବନେଶ୍ବର: ନଭେମ୍ବର ପହିଲାରୁ ଆରମ୍ଭ ହୋଇପାରେ ଶୀତ । କେନ୍ଦ୍ରୀୟ ଭାରତରେ ଆଜି ସୁଦ୍ଧା ଏକ ଲଘୁଚାପ ବଳୟ ସକ୍ରିୟ ହୋଇପାରେ । ଏହା ଦ୍ବାରା ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପରେ । ଏହା ଦ୍ବାରା ଶୀତ ଆରମ୍ଭ…
‘Zero’ ପାଇଁ End ହେଲା ମ୍ୟାରେଜ୍! ଭାବି ବରଙ୍କ ଦରମାରୁ ଗୋଟିଏ ଶୂନ କମିଲା, କନ୍ୟା କହିଲେ ‘ଅନ୍ୟ ରାସ୍ତା ଦେଖ…’
ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବକ, ଯୁବତୀ ମାଟ୍ରିମୋନିଆଲ ସାଇଟମାନଙ୍କରେ ନିଜ ନିଜ ମନ ପସନ୍ଦର ଜୀବନସାଥୀ ଖୋଜୁଛନ୍ତି । ଅଭିଭାବକମାନେ ମଧ୍ୟ ସେମାନଙ୍କର ପୁଅ, ଝିଅଙ୍କ ପାଇଁ ଯୋଗ୍ୟ ବର ଓ କନ୍ୟାଙ୍କ ସନ୍ଧାନ କରୁଛନ୍ତି…